Latest Odisha News

BREAKING NEWS

ମାଓ ସଂଗଠନକୁ ବଡ଼ ଧକ୍କା, ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ ବିଜାପୁର ମାଓ ସଂଗଠନକୁ ବଡ଼ ଧକ୍କା। ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀ କଲେ ଆତ୍ମସମର୍ପଣ। ଛତିଶଗଡ଼ ସରକାରଙ୍କ ନିକଟରେ ଆତ୍ମସମର୍ପଣ କଲେ। ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କଲା କେନ୍ଦ୍ରୀୟ ମାଓ ସଂଗଠନ। ଅନୁକୂଳ ବାତାବରଣ ସୃଷ୍ଟି କଲେ ସଂଗଠନ ଶାନ୍ତି…

ପାକିସ୍ତାନୀ ଭାରତ ଛାଡିବା ପ୍ରସଙ୍ଗ; ଆଜି ମେଡିକାଲ ଭିସାଧାରୀଙ୍କ ପାଇଁ ସରୁଛି ସମୟସୀମା

ଭୁବନେଶ୍ବର: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅନେକ କଡ଼ା ପଦକ୍ଷେପ ନେଉଛନ୍ତି ଭାରତ ସରକାର । ସେଥିମଧ୍ୟରୁ ଗୋଟିଏ ହେଲା ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଏବଂ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରି ସେମାନଙ୍କୁ ୪୮ ଘଣ୍ଟା ଭିତରେ…

ଓଟିଟିରେ ବ୍ୟାନ ହେବ ଅଶ୍ଳୀଳ କଣ୍ଟେଣ୍ଟ!

ନୂଆଦିଲ୍ଲୀ: ଓଟିଟି ଏବଂ ସୋସିଆଲ ମିଡଆରେ ଅଶ୍ଳୀଳ ବିଷୟ ବସ୍ତୁ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦୁଇ ଜଣିଆ ଖଣ୍ଡପୀଠ। ପ୍ରମୁଖ ପ୍ଲାଟଫର୍ମ ଗୁଡିକୁ ବି ନୋଟିସ। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର…

ମେ ୨ରୁ ଓଜେଇଇ, ୩ଟି ସିଫ୍ଟରେ ସିବିଟି ମାଧ୍ୟମରେ ହେବ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୫ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ। ଆସନ୍ତା ମେ ୨ ତାରିଖରୁ ହେବ ଓଜେଇଇ ପରୀକ୍ଷା। ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ।…

ଦୋଷ ନଥାଇ ଦେଢ଼ ମାସ ଜେଲ୍‌ ଦଣ୍ଡ ଭୋଗିଲେ ଯୁବକ!

ମୟୂରଭଞ୍ଜ: ବିନା ଦୋଷରେ ଦେଢ଼ ମାସ ଜେଲ୍‌ ରେ ରହିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ମୟୂରଭଞ୍ଜ ଜିଲ୍ଲାରୁ । ଯୁବକ ଜଣକ ହେଲେ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ । ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ଚଢ଼ାଉ କରିବା ବେଳେ ବିନା ଦୋଷରେ ଅଶ୍ୱିନୀଙ୍କୁ ଗିରଫ କରି…

କେଉଁଠି ଅଛନ୍ତି ପାକ୍ ସେନା ମୁଖ୍ୟ? ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ମୁନୀର-ଆଉଟ୍‌’

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ସ୍ଥିତି…

ପାକିସ୍ତାନର ବଢିଲା ଟେନସନ୍: ଯୁଦ୍ଧ ଭୟରେ ପାକ୍‌ ସେନାରେ ଗଣ ଇସ୍ତଫା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ସାମୂହିକ ଇସ୍ତଫା ସାମ୍ନାକୁ ଆସିଛି। ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ଫଳରେ ସେମାନେ ଭୟଭୀତ…

ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଭାରତୀୟ ବାୟୁସେନାର ପରବର୍ତ୍ତୀ ନୂତନ ଉପମୁଖ୍ୟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ, ସେନାରେ ବଡ଼ ପରିବର୍ତ୍ତନ ଆସିଛି । ଭାରତୀୟ ବାୟୁସେନା ଏବେ ଜଣେ ଭାଇସ୍ ଚିଫ୍ ତଥା ନୂତନ ଉପମୁଖ୍ୟ ପାଇବାକୁ ଯାଉଛି । ଏୟାର ମାର୍ଶାଲ…

ମେ’ ପହିଲାରୁ ଏଟିଏମ୍ ଉଠାଣ ହେବ ମହଙ୍ଗା, ମିଳିବ ୫ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା

ନୂଆଦିଲ୍ଲୀ: ଆଜି ଠାରୁ ଅର୍ଥାତ୍ ମେ' ୧ରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସମଗ୍ର ଦେଶର ନାଗରିକଙ୍କୁ ପ୍ରଭାବିତ କରିବ । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ହେଉଛି ଏଟିଏମ୍ କାରବାର ଶୁଳ୍କ ପାଇଁ ସଂଶୋଧିତ ଢାଞ୍ଚା, ଏହା ବ୍ୟତୀତ…

୨ ଯାଏଁ ରାଜ୍ୟରେ କାଳବୈଶାଖୀ, ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪…