Latest Odisha News

BREAKING NEWS

ମଦ ଦୋକାନ ଲୁଟେରା ଗ୍ୟାଙ୍ଗ୍‌ କାବୁ କଲା ପୋଲିସ; ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଗଞ୍ଜାମ: ଭଞ୍ଜନଗର ପୋଲିସକୁ ସଫଳତା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଦ ଦୋକାନକୁ ଟାର୍ଗେଟ୍ କରି ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ । ସେମାନଙ୍କ ନିକଟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଥିବା ସୂଚନା…

ଈଶାନଙ୍କ ଶତକ: ରାଜସ୍ଥାନକୁ ୪୪ ରନରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ହାଇ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୪୪ ରନରେ ରାଜସ୍ଥାନ ରୟାଲ୍ସ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି । ଈଶାନ କିଶାନଙ୍କ ବିସ୍ଫୋରକ ଶତକ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ରାଜସ୍ଥାନ ପ୍ରଥମେ…

ସିକନ୍ଦରର ଟ୍ରେଲର ଆଉଟ୍, ଦେଖନ୍ତୁ ଭିଡିଓ..

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସିକନ୍ଦରର ଟ୍ରେଲର ରିଲିଜ ହୋଇଛି । ପ୍ରଥମେ ଟିଜର ରିଲିଜ ହେବାର ପ୍ରାୟ ଦୁଇ ମାସ ପରେ ଏବଂ ଫିଲ୍ମ ରିଲିଜ ହେବାର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଏହାର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଦେଖିବା ମାତ୍ରେ ଆପଣ ଅନୁମାନ…

ଆର୍ଚ୍ଚରଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ପେସ ବୋଲର ଜୋଫ୍ରା ଆର୍ଚ୍ଚରଙ୍କ ନାମରେ ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ତାଙ୍କ ବୋଲିଂ ଦଳର ପରାଜୟର କାରଣ ମଧ୍ୟ ସାଜିଛି । ସେ ଆଇପିଏଲ ଇତିହାସରେ ସବୁଠାରୁ ବ୍ୟୟବହୂଳ ବୋଲର ସାଜିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ…

ସପ୍ତାହକୁ ୭୦ ଘଣ୍ଟା କାମକୁ ନେଇ ସୁଧା ମୂର୍ତ୍ତିଙ୍କ ପ୍ରତିକ୍ରିୟା; ଅନେକ କ୍ଷେତ୍ରରେ ଲୋକେ ୯୦ ଘଣ୍ଟା କାମ କରନ୍ତି

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ୭୦ ଘଣ୍ଟା କାମ କରିବା ମନ୍ତବ୍ୟ ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ପତ୍ନୀ ସୁଧା ମୂର୍ତ୍ତି। ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି କହିଛନ୍ତି ଯେ ସଫଳତା ପାଇଁ କୌଣସି…

ଧୋନୀଙ୍କ ଅବସର ପ୍ରଶ୍ନ ନେଇ ଚିଡିଗଲେ ଗାଭାସ୍କର

କୋଲକାତା: ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ସବୁ କଳ୍ପନା ଜଳ୍ପନାର ଅବସାନ ଘଟେଇ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଛନ୍ତି । ଏକ ଆଲୋଚନା ଚକ୍ରରେ ଧୋନୀଙ୍କ ଅବସର ନେଇ ପ୍ରଶ୍ନ ଉଠିଥିଲା । ଯାହା ଶୁଣିବା ପରେ ମହାନ ଖେଳାଳି ସୁନୀଲ ଗାଭାସ୍କର ରାଗି ଯାଇଥିଲେ…

ପାଣି ପିଇବାକୁ ନେଇ ଏହି ୫ଟି ଭୁଲ କରୁଛନ୍ତି କି? ଜାଣନ୍ତୁ କଣ ପଡିବ ପ୍ରଭାବ..

ନୂଆଦିଲ୍ଲୀ: ପାଣି ଆମ ଜୀବନ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଆପଣ ଜାଣିଥିବ ଯେ ଶରୀର ଏବଂ ପୃଥିବୀ ଉଭୟର ୬୦ ରୁ ୭୦ ପ୍ରତିଶତ ପାଣିରେ ଗଠିତ । କିନ୍ତୁ ଶରୀରରେ ଥିବା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ପୃଥିବୀରେ ଥିବା ଅତିରିକ୍ତ ପାଣି ପିଇବା ପାଇଁ ଉପଯୋଗୀ ନୁହେଁ, ଅର୍ଥାତ୍…

ଲୋକପ୍ରିୟ ସାଉଥ ଅଭିନେତାଙ୍କ ବିରୋଧରେ ସାଇବର କ୍ରାଇମ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରେ ଅବୈଧ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ସମ୍ପର୍କିତ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ହିଁ ପ୍ରଭାସ, ନନ୍ଦମୁରୀ ବାଲକୃଷ୍ଣ ଏବଂ ଗୋପୀଚାନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏକ ଟକ୍ ସୋ ର…

ବହି ଗୋଦାମରେ ଅଗ୍ନିକାଣ୍ଡ, ୨ ଆହତ

ଭୁବନେଶ୍ୱର: ଜଗତସିଂପୁର ଜିଲ୍ଲାର ଏକ ବହି ଗୋଦାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ଏକ ଜୋରଦାର ବିସ୍ଫୋରଣ ଶୁଣି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ବାଲିକୁଦାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୀ…

ମଦ ନମିଳିବାରୁ ଜେଲରେ ଉତ୍ପାତ କଲେ ହତ୍ୟାକାରୀ ପ୍ରେମିକ ପ୍ରେମିକା; ଜେଲର ଦେଖି ଛାନିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶେ ଏକ ଜେଲରେ ତାଜୁବ କଲା ଭଳି ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଜେଲରେ ଥିବା ଦୁଇ ପ୍ରେମିକ ପ୍ରେମିକା ଡ୍ରଗ୍ସ ନେଇ ପାରୁନଥିବାରୁ ଜେଲରେ ଉତ୍ପାତ କରିଛନ୍ତି । ଏମିତିକି ସେମାନେ ଡ୍ରଗ୍ସ ନେଇ ପାରୁନଥିବାରୁ ତିନି ଦିନ ଧରି ଶୋଇପାରି ନାହାଁନ୍ତି। କୁହାଯାଉଛି…