ବଜାରକୁ ଆସିଲା Bajaj Pulsar N160ର ସିଙ୍ଗଲ ସିଟ୍ ଭାରିଏଣ୍ଟ ,ଜାଣନ୍ତୁ ପ୍ରାଇସ୍
ନୂଆଦିଲ୍ଲୀ: ବଜାଜ ଅଟୋ ନିଜର ସବୁଠୁ ଲୋକପ୍ରିୟ ପଲସର ସିରିଜର ବାଇକ୍ Bajaj Pulsar N160 ଏକ ନୂଆ ବେସ୍ ଭାରିଏଣ୍ଟକୁ ଲଞ୍ଚ କରିଛି । ଏଥିରେ ରହିଛି ସିଙ୍ଗଲ୍ ସିଟ୍ । ଦେଶର ଲୋକପ୍ରିୟ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ପାରିବାରିକ ଆବଶ୍ୟକତାକୁ ନଜରରେ ରଖି ଏହି ଗୋଟିଏ ସିଟ୍…