Latest Odisha News

BREAKING NEWS

ଆମେରିକାର ମୁଣ୍ଡ ବିନ୍ଧେଇଲାଣି ଚୀନି ଷ୍ଟାଟଅପ୍ ଡିପସେକ୍, ହଜାର କୋଟି କ୍ଷତି..

ନୂଆଦିଲ୍ଲୀ: ଆମେରିକାର ନିଦ ହଜେଇଲାଣି ଚୀନର ଛୋଟିଆ ଷ୍ଟାଟଅପ। ପାଖାପାଖି ହଜାରେ କୋଟିର କ୍ଷତି ସହିଲାଣି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଆମେରିକା। ଡିପସେକ୍ ଆର୍ ୱାନ୍  ଚାଇନାର ଏଆଇ ମଡେଲ୍, ଯାହା ଏବେ ସପ୍ତାହେ ମଧ୍ୟରେ ଏତେ ଲୋକପ୍ରିୟ ହୋଇଛି ଯେ ଏହା ଚାଟ୍ ଜିପିଟିକୁ ମଧ୍ୟ ପଛରେ…

ସାମ୍ନାକୁ ଆସିଲା ସତ, ୧୫ ଲକ୍ଷ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିଲା ସୁଟର୍

ମୁମ୍ବାଇ: ସାମ୍ନାକୁ ଆସିଲା ବାବା ସିଦ୍ଦିକିଙ୍କ ହତ୍ୟା କାଣ୍ଡ ପଛର ପ୍ରକୃତ ସତ । ସତ ମାନିଲା ମୁଖ୍ୟ ସୁଟର୍ । ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ମୁଖ୍ୟ ସୁଟର ଶିବକୁମାର ଗୌତମ ପୋଲିସ ଆଗରେ ଏକ ବଡ ବୟାନ ଦେଇଛି । ହତ୍ୟା କରିବାର କାରଣ କହିଛି ସୁଟର୍ । ସୁଟର୍ ଶିବକୁମାର କହିଛି ଯେ,…

ପୁଣି ରାମ୍‌ ରହିମ୍‌ଙ୍କୁ ମିଳିଲା ୨୦ ଦିନିଆ ପାରୋଲ୍‌, ଜେଲ୍‌ରୁ ବାହାରି ସାରିଲେଣି ୧୨ ଥର

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡାଦେଶ ଭୋଗୁଥିବା ରାମ ରହିମଙ୍କୁ ମିଳିଛି ୨୦ ଦିନିଆ ପାରୋଲ୍‌। ଆତ୍ମଘୋଷିତ ବାବା ରାମ ରହିମ ଆଜି ସକାଳ ପ୍ରାୟ ୫.୨୬ରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି ବୋଲି ସୂଚନା ରହିଛି। ଗୁରମିତ ରାମ ରହିମଙ୍କୁ ଗୁପ୍ତ ଭାବରେ…

ଭାରତର ଏହି ଅଞ୍ଚଳରେ ଦେଖିବାକୁ ମିଳେନି କୁକୁର ଓ ସାପ, ନାହିଁ ରାବିଜ୍ ପ୍ରତି ବିପଦ

କବାରାଟ୍ଟୀ: ଲାକ୍ଷାଦ୍ୱୀପ ଭାରତର ଏକ ବହୁତ ସୁନ୍ଦର ଦ୍ୱୀପ। ଏଠାରେ ଆପଣ ପ୍ରକୃତି ଉପଭୋଗ କରିବା ସହିତ ଅନେକ କ୍ରୀଡା କାର୍ଯ୍ୟକଳାପ ମଧ୍ୟ ଉପଭୋଗ କରିପାରିବେ। ଏହି ସ୍ଥାନରେ, ଆପଣ ଆପଣଙ୍କ ପରିବାର ସହିତ କିଛି ବିଶେଷ ସମୟ ବିତାଇବା ସହିତ ଅନେକ ସ୍ମରଣୀୟ ଅଭିଜ୍ଞତା ମଧ୍ୟ ପାଇପାରିବେ।…

ଖୁବଶୀଘ୍ର ଆମେରିକା ଗସ୍ତ କରିବେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୋଦି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଛି। ଟ୍ରମ୍ପ…

ଫାଇନାନ୍ସ କର୍ମଚାରୀ ଅପହରଣ ମାମଲା, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲା । ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ । ଗତକାଲି ଅଟକ ଥିବା ଜଣେ ଯୁବକଙ୍କ ସହ ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ କୁ ଗିରଫ କରିଛି ପୋଲିସ । ବାଡ଼ିପଟେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ମହିଳାଙ୍କୁ ଗିରଫ ପୋଲିସ । ପ୍ରାୟ ୧ ଏକରରୁ ଉର୍ଦ୍ଧ୍ବ ଜମିରେ…

ଧାନକିଣା ନେଇ ଅଚଳାବସ୍ଥା: ପ୍ରଶାସନ ଓ ମିଲର୍ସଙ୍କ ଟଣାଓଟରାରେ ବଳି ପଡୁଛି ଚାଷୀ

ଢେଙ୍କାନାଳ: ୪ ଦିନ ହେବ ଖୋଲାପଡିଛି ମଣ୍ଡି। ଢେଙ୍କାନାଳ ଜିଲ୍ଲାରେ ଧାନକିଣା ନେଇ ଜାରି ରହିଛି ଅଚଳାବସ୍ଥା। ଚାଷୀମାନେ ଧାନ କିଣା ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ବାହାର ଦଲାଲଙ୍କୁ ବିକିବାକୁ ଚାହିଲେ ମଧ୍ୟ ସେମାନେ ଆଉ ଧରାଛୁଆଁ ଦେଉ ନଥିବାରୁ ଚାଷୀମାନେ ଅସହାୟ ହୋଇପଡ଼ିଛନ୍ତି। ପ୍ରଶାସନ ଓ…

ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ଏଣିକି କରିପାରିବେ କୈଳାଶ ଯାତ୍ରା, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦ ଉପରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଅନେକ ବୈଠକ ପରେ ଏବେ ସକରାତ୍ମକ ପ୍ରଭାବ ପଡୁଛି । ବିବାଦୀୟ ସ୍ଥାନରୁ ଉଭୟ ଦେଶର ସୈନବାହିନୀ ହଟିବା ପରେ ଏବେ ଉଭୟ ଦେଶ ଶିବ ଭକ୍ତଙ୍କ ପାଇଁ କୈଳାଶ ମାନସରୋବର ଯାତ୍ରା…

ଆଖି ବୁଜିଲା ଶିମିଳିପାଳର ଅନ୍ୟ ଏକ କୁମ୍‌କୀ ହାତୀ ‘ଭବାନୀ’

ବାରିପଦା: ଶିମିଳିପାଳରେ କୁମ୍‌କୀ ହାତୀ 'ଭବାନୀ'ର ମୃତ୍ୟୁ । ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ 'ଭାବନୀ'ର ମୃତ୍ୟୁ । ତେବେ ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ ଜାନୁଆରୀ ୧୨ ତାରିଖରେ ଶିମିଳିପାଳରେ ଅନ୍ୟ ଏକ କୁମକୀ ହାତୀ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା ।…

ସକାଳୁ ସକାଳୁ ଟ୍ଵିନସିଟିରେ ଘନକୁହୁଡି, ଦିଶୁନି ରାସ୍ତାଘାଟ

ଭୁବନେଶ୍ଵର: ସକାଳୁ ସକାଳୁ ଟ୍ଵିନସିଟିରେ ଘନକୁହୁଡି । ଘନକୁହୁଡ଼ି ବଳୟ ଭିତରେ ରହିଛି ପୁରା ରାଜଧାନୀ । କୁହୁଡି ଯୋଗୁ ଦେଖାଯାଉନି ରାସ୍ତାଘାଟ । ଘନକୁହୁଡି ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ୩୦ ମିଟର ତଳକୁ ରହିଛି ଦୃଶ୍ୟମାନ କ୍ଷମତା । ଆଜି ପାଇଁ ଘନ କୁହୁଡି ନେଇ ୧୦…