ଇସ୍ରୋର ୧୦୦ତମ ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ଜାଣନ୍ତୁ କଣ ଏହି ଏନବିଏସ୍-୦୨
ଅମରାବତୀ: ଇସ୍ରୋ ଏହାର ମହାକାଶ ଅନୁସନ୍ଧାନ ଯାତ୍ରାରେ ଆଉ ଏକ ବଡ଼ ସଫଳତାକୁ ଯୋଡିବାକୁ ଯାଉଛି। ଶ୍ରୀହରି କୋଟା ସତୀଶଧବନ କ୍ଷେପଣାସ୍ତ୍ର ଘାଟିରୁ GSLV-F15 ଉତକ୍ଷେପଣ ପାଇଁ ପ୍ରସ୍ତୁତ ଅଛି ଇସ୍ରୋ। ଏହା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଏହା ୧୦୦ତମ ରକେଟ୍ର ଉତକ୍ଷେପଣ। ଯାହା ପରେ ଇତିହାସ…