ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ
ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା । ଏପ୍ରିଲ୍ ୧ ତାରିଖ ଠାରୁ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ ।
ଅପ୍ରେଲ୍ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର…