Latest Odisha News

BREAKING NEWS

ଆଇଏଏସ ନିକୁଞ୍ଜ ଧଳଙ୍କ କେନ୍ଦ୍ରୀୟ ଡେପୁଟେସନ୍‌: ସିଏମଓରେ ବଡ଼ ପ୍ରଶାସନିକ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଭାବେ ନିୟୋଜିତଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ହଠାତ୍ କେନ୍ଦ୍ରୀୟ ଡେପୁଟେସନ୍‌ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ସରକାରୀ ସ୍ତରରେ ସ୍ପଷ୍ଟ ହୋଇଛି ଯେ…

ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି। ଏପ୍ରିଲ ୧୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ପ୍ରଖ୍ଯାତ…

ସ୍ୱାବଲମ୍ବୀ ହେଉଛନ୍ତି ଗାଁର ଝିଅ: ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶାର ମହିଳାଙ୍କ ନୂଆ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନେ ‘ଲକ୍ଷପତି ଦିଦି’ ଯୋଜନା ଜରିଆରେ ସ୍ୱାବଲମ୍ବୀ ହେବାର ନୂଆ ଅଧ୍ୟାୟ ଲେଖୁଛନ୍ତି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ମାଧ୍ୟମରେ ଏହି କାର୍ଯ୍ୟକ୍ରମ…

ଆଖୁ ରସ: କେଉଁ ରୋଗରେ ଏହା ଖାଇବା ଉଚିତ ନୁହେଁ? ଜାଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର : ଆଖୁ ରସ, ଓଡ଼ିଶା ସମେତ ଭାରତର ଏକ ଲୋକପ୍ରିୟ ଏବଂ ପୁଷ୍ଟିକର ପାନୀୟ, ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳତା ଓ ଶକ୍ତି ଯୋଗାଇଥାଏ। ଏହା ଆଖୁରୁ ନିଷ୍କାସିତ ଏକ ପ୍ରାକୃତିକ ରସ, ଯେଉଁଥିରେ ଗ୍ଲୁକୋଜ, ଫ୍ରୁକ୍ଟୋଜ, ସୁକ୍ରୋଜ, ଭିଟାମିନ (B ଓ C), (କ୍ୟାଲସିୟମ, ଆଇରନ, ପୋଟାସିୟମ) ଏବଂ…

ବଲାଙ୍ଗୀର ରାଜନୀତିରେ ତାତି! କଂଗ୍ରେସ ନେତାଙ୍କ ଫ୍ୟାକ୍ଟ୍ରି ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଙ୍ଗୀର ଗସ୍ତ ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ରବିବାର ସେ ବଲାଙ୍ଗୀରର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଘରେ ପହଞ୍ଚିଥିଲେ।…

କେନ୍ଦୁଝରର ଏହି ପର୍ଯ୍ୟଟନସ୍ଥଳୀ ନିଷିଦ୍ଧାଞ୍ଚଳ ଘୋଷିତ 

କେନ୍ଦୁଝର: ବୈତରଣୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣାରେ କେନ୍ଦୁଝର ପ୍ରଶାସନ ଚମ୍ପୁଆ ଥାନା ଅନ୍ତର୍ଗତ ସାରେଇ ଗ୍ରାମର ପର୍ଯ୍ୟଟନ ସ୍ଥଳ କେଶରୀକୁଣ୍ଡକୁ ନିଷିଦ୍ଧ ଅଞ୍ଚଳ ଭାବରେ ଘୋଷଣା କରିଛି। ଚମ୍ପୁଆ ସବ-କଲେକ୍ଟର ଉମାକାନ୍ତ ପରିଡାଙ୍କ ନେତୃତ୍ୱରେ ଏକ ସରକାରୀ ଦଳ ଘଟଣାସ୍ଥଳକୁ ଯାଇ…

ଜିଓର ନୂଆ ଫ୍ୟାମିଲି ପ୍ଲାନ୍: ମାତ୍ର ଏତିକି ଟଙ୍କାରେ ପୂରା ପରିବାରର କନେକ୍ସନ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଏବଂ ଶସ୍ତା ଫ୍ୟାମିଲି ପୋଷ୍ଟପେଡ୍ ପ୍ଲାନ୍ ଆଣିଛି, ଯାହା ପୂରା ପରିବାରର ମୋବାଇଲ୍ ଆବଶ୍ୟକତାକୁ ଗୋଟିଏ ବିଲ୍‌ରେ ପୂରଣ କରିବ। ଏହି ପ୍ଲାନ୍‌ରେ ଗ୍ରାହକମାନେ ମାତ୍ର ୪୪୯ ଟଙ୍କାରୁ ଆରମ୍ଭ କରି ଚାରୋଟି କନେକ୍ସନ୍‌ର…

ଦୁଇ ମାସ ହେବ ଦରମା ପାଇନାହାନ୍ତି ପାର୍ବତୀ ଗଣନାଟ୍ୟର କଳାକାର, ଟିଭିରେ ମାଲିକ ପଢ଼ାଉଛନ୍ତି ଅନୁଶାସନର ପାଠ!

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତରେ ବିବାଦର ଅନ୍ତ ଘଟୁନାହିଁ। ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକର ଉତ୍ତରଶାସନରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀମାନେ ଦରମା ନ ମିଳିବାରୁ ଅଟକି ରହିଛନ୍ତି। ଦୁଇ ମାସରୁ ଅଧିକ ସମୟ ଧରି ପାରିଶ୍ରମିକ ନ ମିଳିବାରୁ ଅସନ୍ତୁଷ୍ଟ କଳାକାରମାନେ ଯାତ୍ରା…

ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ପୁରୀରେ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ଭକ୍ତମାନଙ୍କ ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ନୈବେଦ୍ୟ ସମାପ୍ତ ହେବା ପରେ 'ପଇତା ଲାଗି ନୀତି' ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ସାଧାରଣ…

ଭୁବନେଶ୍ୱର ଗଠନ ପଛର ରଚୋକ ଇତିହାସ, ନାଁ ପଛର ରହସ୍ୟ

ଭୁବନେଶ୍ୱର, ଓଡ଼ିଶାର ରାଜଧାନୀ ତଥା ‘ମନ୍ଦିର ମାଳିନୀ ନଗରୀ’ ଭାବେ ପରିଚିତ। ଏକ ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହର। ଏହାର ନାମ ‘ତ୍ରିଭୁବନେଶ୍ୱର’ ଶବ୍ଦରୁ ଉଦ୍ଭବ, ଯାହାର ଅର୍ଥ ହେଉଛି ‘ତିନି ଜଗତର ଈଶ୍ୱର’ (ଭଗବାନ ଶିବ)। ଏହି ସହରର ଇତିହାସ…