ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତି ମାମଲା; ସ୍ଥିତି ପରଖିବେ ମନ୍ତ୍ରୀ ଓ ସଚିବ
ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ଓ ସଚିବ। ଚୋରା କୋଇଲା ଖଣି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ…