ଗୋଆରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘ଲଢେଇ’
ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ବଡ ଖୁସି ଖବର।ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର 'ଲଢେଇ' ଆଗାମୀ ଦିନରେ ଗୋଆରେ ପ୍ରଦର୍ଶିତ ହେବାକୁ ଯାଉଛି। ଗୋଆ ସରକାର ଏକଥା ସ୍ପଷ୍ଟ କରିଛନ୍ତି।
ନିକଟରେ ଗୋଆ ଓଡ଼ିଆ ସମାଜ ଏବଂ ଗୋଆ…