ନକଲି ସାମ୍ବାଦିକଙ୍କ ଉପରେ ବର୍ଷିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; କହିଲେ, ଉଲଗ୍ନ କରି…
ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଧାନସଭାରେ ନକଲି ସାମ୍ବାଦିକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ ସମାଲୋଚନାକୁ ଗ୍ରହଣ କରିହେବ କିନ୍ତୁ ପରିବାର ସଦସ୍ୟ ମାନଙ୍କୁ ଟାର୍ଗେଟ କରିଲେ ଏହାକୁ ଆଦୌ…