ତାତିରୁ ନାହିଁ ତ୍ରାହି: ଦିନ ସାଢ଼େ ୨ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା
ଭୁବନେଶ୍ୱର: ଦୁଇ ତିନି ହେଲାଣି ରାଜ୍ୟରେ ଯେପରି ଅଗ୍ନିବର୍ଷା ହେଉଛି। ଦିନ ୧୦ ଟାରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଆଜି ଦିନ ୧୧ ସୁଦ୍ଧା ତାପମାତ୍ରା ୩୭ ଡେଇଁଥିବା ବେଳେ ଦିନ ସାଢେ଼ ୨ଟା ସୁଦ୍ଧା ୪୧ ପାର କରୁଛି ତାପମାତ୍ରା।
ସାଢେ଼ ୨ ସୁଦ୍ଧା ୪୧.୮ ଡିଗ୍ରୀ ତାପମାତ୍ରା ସହ…