ତେଜ ପ୍ରତାପଙ୍କ କଥାରେ ନାଚି କନଷ୍ଟେବଳ ନିଲମ୍ବିତ
ପାଟନା: ବିହାର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବିଧାୟକ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ଥିବା ଜଣେ ପୋଲିସ କନଷ୍ଟେବଳ ୟୁନିଫର୍ମ ପିନ୍ଧି ନାଚିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।
ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତେଜ…