Latest Odisha News

BREAKING NEWS

ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?

ମୁମ୍ବାଇ: ପ୍ରାୟ ସବୁ ବଲିଉଡ୍ ଫିଲ୍ମ କେବଳ ଶୁକ୍ରବାର ଦିନ ହିଁ ରିଲିଜ୍ ହୁଏ ? ଏହା ପଛରେ କୌଣସି ଅନ୍ଧବିଶ୍ୱାସ ରହିଛି ନା ଏହା ଫିଲ୍ମ ମେକରଙ୍କ ସକ୍ସେସ ମନ୍ତ୍ର ? ଆସନ୍ତୁ ଜାଣିବା । ଶୁକ୍ରବାର ଫିଲ୍ମ ରିଲିଜ ହେବା ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା ହଲିଉଡରୁ । ୧୯୩୯ ମସିହା ଡିସେମ୍ବର ୧୫,…

CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା

ସୁନ୍ଦରଗଡ:କୋଇଲା ଚୋରା ଚାଲାଣ ଅଭିଯୋଗକୁ ନେଇ ଦିଲ୍ଲୀ ସିବିଆଇର ତିନିଟି ଦଳ ଏକକାଳୀନ ଚଢ଼ାଉ କରିଛନ୍ତି । ଅଭିଯୋଗ ହୋଇଛି ଯେ ଖଣିରୁ ସାଇଡିଂକୁ ଯାଉଥିବା ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନାହିଁ । MCL ଗର୍ଜନବାହାଲ, କୁଲଡା କୋଇଲା ଖଣି ଓ କନିକା ରେଲୱେ ସାଇଡିଂରେ CBI ଟିମ୍ ଚଢ଼ାଉ…

ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର । କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ, ବରଂ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ…

ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଶୁକ୍ରବାର ଟି୨୦ ବିଶ୍ୱକପ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରିଛି । ଏଥିରେ ୨୪ଜଣ ଅନ ଫିଲ୍ଡି ଅମ୍ପାୟର ଓ ୬ ମ୍ୟାଚ ରେଫରୀ ରହିଛନ୍ତି । ସୁପର ୮ ଓ ନକଆଉଟ ପାଇଁ ପରେ ଅଫିସିଆଲଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।…

Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..

ନୟାଗଡ: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା । ଯାହା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଅଟେ । ନୟାଗଡ ଜିଲ୍ଲାର ଜଙ୍ଗଲରେ କଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ରହିଛି । ବାଘଗଣନା ଶେଷ ହୋଇନଥିଲେ ମଧ୍ୟ ଟ୍ରାପ୍ କ୍ୟାମେରା ଭିଜୁଆଲ୍ କୁ ଭିତ୍ତି କରି ଏବେ ପାଖାପାଖି ୭ଟି କଳାବାଘ…

First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ

ଭୁବନେଶ୍ବର:ମାତ୍ର ଦୁଇ ପୃଷ୍ଠାର ଖବରକାଗଜ, ଯିଏ ଦିନେ ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ। ଜଣେ ସାମ୍ବାଦିକଙ୍କ କଲମକୁ ଡରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ !ଆଜକୁ ପ୍ରାୟ ୨୪୬ ବର୍ଷ ତଳର କଥା। ୨୯ ଜାନୁଆରୀ ୧୭୮୦। କଲିକତାରୁ ପ୍ରକାଶ ପାଇଥିଲା ଦେଶର ପ୍ରଥମ ସାପ୍ତାହିକ ଖବରକାଗଜ, ଯାହାର…

High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..

ପୁରୀ: ଅଡୁଆରେ ଫଶିଲେ ପୁରୀ ଜିଲ୍ଲାପାଳ । ଅଦାଲତ ଅବମାନନା ନୋଟିସ ଜାରି କଲେ ହାଇକୋର୍ଟ । ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି…

ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ୱର:ଚୀନର ତିଆନଜିନରେ ଫେବୃଆରୀ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ ପାଇଁ ପ୍ରସ୍ତୁତି ସ୍ୱରୂପ ଓଡ଼ିଶା, ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଇନଡୋର ଆଥଲେଟିକ୍ସ ସେଣ୍ଟରରେ ଭାରତୀୟ ଦଳ ପାଇଁ ଏକ ପ୍ରତିଯୋଗିତା-ପୂର୍ବ…

AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX…

ନୂଆଦିଲ୍ଲୀ: ଏଲନ୍ ମସ୍କ ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ବିଶ୍ୱର ସବୁଠାରୁ ବଡ଼ ବ୍ୟବସାୟୀ, ଏଲନ୍ ମସ୍କ, ମହାକାଶ ଏବଂ AI ଜଗତରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି। ସେ ତାଙ୍କର ଦୁଇଟି କମ୍ପାନୀ, SpaceX ଏବଂ xAI କୁ ମିଶ୍ରଣ କରିବାକୁ ଯୋଜନା…

EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିର ଏହି ଯୁଗରେ, ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ଅବସର ପରେ ବଞ୍ଚିବା କ୍ରମଶଃ କଷ୍ଟକର ହେଉଛି। ବିଶେଷକରି ବୃଦ୍ଧ, ଯେଉଁମାନେ କର୍ମଚାରୀ ପେନସନ ଯୋଜନା (EPS-95) ଅଧୀନରେ ମାତ୍ର ୧୦୦୦ ଟଙ୍କା ମାସିକ ପେନସନ ପାଉଛନ୍ତି, ସେମାନେ ଦୀର୍ଘ ସମୟ ଧରି ସରକାରଙ୍କଠାରୁ…