Latest Odisha News

BREAKING NEWS

ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି

ଜଳେଶ୍ବର:ଭୋଜି ଖାଇବା ପରେ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ବରର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଘର ପ୍ରତିଷ୍ଠା ଉତ୍ସବ ଭୋଜି ଖାଇ ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୫୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆକ୍ରାନ୍ତ…

ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍

ରାଞ୍ଚି: ଝାଡ଼ଖଣ୍ଡର ଜେପିଏସସି ଏବଂ ଜେଏସଏସସି ପରୀକ୍ଷା ପରିଚାଳନାରେ ହୋଇଥିବା ବ୍ୟାପକ ଅନିୟମିତତା ବିରୋଧରେ ଛାତ୍ର ଆନ୍ଦୋଳନ ଏବେ ତୀବ୍ର ରୂପ ନେବାରେ ଲାଗିଛି। ଇତିମଧ୍ୟରେ ପ୍ରଦର୍ଶନକାରୀ ଛାତ୍ରମାନଙ୍କ ସହ ଆଲୋଚନା କରିବାକୁ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ପ୍ରସ୍ତୁତ ଥିବା…

ଭାଇ ସୋହେଲଙ୍କ ପ୍ରେମ ସମ୍ପର୍କ ପାଇଁ ବନ୍ଦ ହୋଇଥିଲା ସଲମାନଙ୍କ ‘ରାମାୟଣ’! ତିନି ଦଶନ୍ଧି ପରେ ପୁଣି…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ 'ରାମାୟଣ'କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ରଣବୀର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି ମୁକ୍ତିଲାଭ କରିବା ପୂର୍ବରୁ…

Agni-4 Ballistic Missile:ଅଗ୍ନି-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ; ୪,୦୦୦ କି.ମି…

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତ ମଧ୍ୟମ-ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି-୪'ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରସ୍ଥିତ 'ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍' (Integrated Test Range)ରୁ ଆଜି…

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା: କଟକ ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଏକ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗ ବଦଳିଛି। ଆଗାମୀ ୪ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ଧାମନଗରରେ ସ୍ବାସ୍ଥ୍ୟମନ୍ତ୍ରୀ;ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର:ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । ତେବେ ଏହି ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ନେଇ ରୀଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଛନ୍ତି । ମନ୍ତ୍ରୀ ଧାମନଗର ଏନ୍ ଏ ସି ୧୦…

ଶ୍ରୀଲଙ୍କା ଗସ୍ତ: ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ପିଚକୁ ନେଇ ନୂଆ ବିବାଦ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଅସୁବିଧା ବୃଦ୍ଧି ପାଇଛି । ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଅଭ୍ୟାସ ମ୍ୟାଚ ଖେଳିବାକୁ ଓହ୍ଲାଇବାକୁ ଥିବା ବେଳେ, ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ…

ଟେଷ୍ଟ କ୍ରିକେଟ: ନିଜ ଦେଶ ବାହାରେ କେବେବି ଶତକ ମାରିନାହାନ୍ତି ଏହି ୫ ଜଣ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବିଦେଶ ମାଟିରେ ବ୍ୟାଟିଂ କରିବା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ । ଘରୋଇ ପରିବେଶରେ ଖେଳିବା ଯେତିକି ସହଜ, ଅନ୍ୟ ଦେଶର ଭିନ୍ନ ପିଚ ଓ ଜଳବାୟୁ ସହ ଖାପଖୁଆଇ ରନ କରିବା ସେତିକି କଷ୍ଟକର । ବିଶ୍ୱ କ୍ରିକେଟରେ ଏପରି କିଛି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ଅଛନ୍ତି,…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ;ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ବରଗଡ଼: ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ । ବରଗଡ଼ କଚେରୀ ନିକଟରେ ଓକିଲ ସଂଘ ସଭପତି ଭୀଷ୍ମଦେବ ସରାଫଙ୍କୁ ଆକ୍ରମଣ ହୋଇଛି। ଏଥିରେ ସେ ଗୁରୁତର ହୋଇଛନ୍ତି। ତିନିଜଣ ମଦ୍ୟପ ବାଇକ୍‌ରେ ଆସୁଥିବା ବେଳେ କଚେରୀ ପାଖରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ସେହି ସମୟରେ…