କାହିଁକି ସାମ୍ବାଦିକଙ୍କୁ ହେଉଛି ଅଧିକ ପେଟ ରୋଗ?
ଭୁବନେଶ୍ୱର : ସାମ୍ବାଦିକତା ଏକ ଦାୟିତ୍ୱପୂର୍ଣ୍ଣ ଓ ଚାପଗ୍ରସ୍ତ ପେଶା, ଯେଉଁଠାରେ ସାମ୍ବାଦିକମାନେ ଅହରହ ଖବର ସଂଗ୍ରହ, ରିପୋର୍ଟିଙ୍ଗ ଓ ଡେଡ୍ଲାଇନ୍ର ଚାପରେ ରହିଥା’ନ୍ତି। ଏହି ବ୍ୟସ୍ତ ଜୀବନଶୈଳୀ ଓ ଅନିୟମିତ ଦୈନନ୍ଦିନ ରୁଟିନ୍ ଯୋଗୁଁ ଅନେକ ସାମ୍ବାଦିକ ପେଟ ସମ୍ବନ୍ଧୀୟ ରୋଗର ଶିକାର…