Latest Odisha News

BREAKING NEWS

ହମାସ ଛାଡିଲା, ହସ ଫୁଟିଲା

ନୂଆଦିଲ୍ଲୀ: ୪୭୧ ଦିନ ପରେ ମୁହଁରେ ଫୁଟିଛି ହସ । କିଏ ଆଲିଙ୍ଗନ କରି ତ ଆଉ କିଏ ମୁଣ୍ଡରେ କୋଳ ରଖି, ଆତ୍ମହରା ହୋଇପଡିଛନ୍ତି । ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତିର ପ୍ରଥମ ଚରଣରେ ଉଭୟ ପକ୍ଷରୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଉଛି। ରବିବାର ପ୍ରଥମେ ହମାସ, ନିଜ…

ବେଡ୍ ଉପରେ ବସି ଖାଇବା କାହିଁକି ଅଶୁଭ?

ଭୁବନେଶ୍ବର: କିଛି ଜଣ ଖଟ ଉପରେ ବସି ଖାଇବା ଖାଇଥାନ୍ତି । ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଖଟ ଉପରେ ବସି ଖାଦ୍ୟ ଖାଇବା ଅଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ, ଘରେ ନକାରାତ୍ମକତା ବୃଦ୍ଧି ପାଇବାରେ ଲାଗେ । ଏହା ବ୍ୟତୀତ ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ତେଣୁ ଡାଇନିଂ ଟେବୁଲ…

୮୨ ବର୍ଷରେ ମଧ୍ଯ ଫିଟ୍ ଅମିତାଭ ବଚ୍ଚନ, ଜାଣନ୍ତୁ ସିକ୍ରେଟ୍ ଟିପ୍ସ୍

ମୁମ୍ବାଇ: ୮୨ ବର୍ଷ ବୟସରେ ମଧ୍ଯ ଫିଟ୍ ଅମିତାଭ ବଚ୍ଚନ। ଅଭିନୟ ଏବଂ ଫିଟନେସରେ ଯୁବ ଆକ୍ଟରମାନଙ୍କୁ ପଛରେ ପକାଇଦେବେ। ତାଙ୍କ ଫିଟନେସ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏଭଳି ସ୍ଥିତିରେ ଅନେକ ଲୋକ ଅମିତାଭ ବଚ୍ଚନଙ୍କ ଫିଟନେସର ରହସ୍ୟ ଜାଣିବାକୁ ଚାହାଁନ୍ତି। ଅମିତାଭ ବଚ୍ଚନଙ୍କ ସହ କାମ…

ନବ ଦାସ ହତ୍ୟା…ସତ ଲୁଚାଇବାକୁ ଷଡ଼ଯନ୍ତ୍ର !

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକୁ ନେଇ ସାମନାକୁ ଆସୁଛି ଗୋଟିଏ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ । ପ୍ରଥମେ ଏକାଧିକ ବନ୍ଧୁକରୁ ଗୁଳି ମାଡ ନେଇ ତଥ୍ୟ ଆସିବା ପରେ ଏବେ ସନ୍ଦେହ ବଢାଇଛି ନବ ଦାସଙ୍କ ରକ୍ତଭିଜା ସାର୍ଟ ପୋଡିଦେବା ଘଟଣା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା…

ଦିଲ୍ଲୀର ବଡ଼ ଦଙ୍ଗଲ

ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ସିଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ମହାମୁକାବିଲା । ଆପ ପୁଣି କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ଦଳ ଗଠନ ପରଠୁ ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରୁଛି । ବିଜେପି ୨୭ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ…

ସାନପଦର ଠାରେ ନୂଆ ପାସେଞ୍ଜର ହଲ୍ଟ; ଉପକୃତ ହେବେ ସ୍ଥାନୀୟ ଯାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଅବସ୍ଥିତ ସାନପଦର ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏହି ନୂତନ ପାସେଞ୍ଜର ହଲ୍ଟ ଅଞ୍ଚଳର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ସୁଗମତାକୁ ଉନ୍ନତ କରିବ ।…

କନ୍ନପ୍ପାର ନୂଆ ପୋଷ୍ଟର, ପ୍ରଭୁ ଶିବଙ୍କ ଅବତାରରେ ଅକ୍ଷୟ କୁମାର… 

ମୁମ୍ବାଇ: ସାଉଥ୍ ଫିଲ୍ମ 'କନ୍ନପ୍ପା'ର ନୂଆ ପୋଷ୍ଟର ଜାରି କରାଯାଇଛି।ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମହାଦେବ ଭୂମିକାରେ ନଜର ଆସିବେ। ନୂଆ ପୋଷ୍ଟରରେ ଖିଲାଡି କୁମାର ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଡମ୍ବରୁ ଧରିଥିବାର ଦେଖାଯାଇଛି। ତାଙ୍କ କପାଳରେ ଭସ୍ମ ଲାଗିଛି। ଏହି ଫିଲ୍ମ…

ଋଣ ବୋଝରେ ପାକିସ୍ତାନ, ଦେବାଳିଆ ଦେଶର ରେଟିଂ ଖସାଇଲା ଆଇଏମଏଫ୍

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ୨୦୨୫ ଏବଂ ୨୦୨୬ରେ ବିଶ୍ୱର ଦେଶ ମାନଙ୍କର ଅଭିବୃଦ୍ଧି ହାର ସମ୍ପର୍କରେ ପୂର୍ବାନୁମାନ କରିଛି। ଆଇଏମଏଫ୍ ଆକଳନ ହିସାବରେ ୨୦୨୫ ଏବଂ ୨୦୨୬ରେ ବିଶ୍ୱର ଅଭିବୃଦ୍ଧି ହାର ୩.୩% ରହିବ ଓ ଅନ୍ୟ ବଡ଼ ଦେଶମାନଙ୍କ ମଧ୍ୟରେ  ସବୁଠାରୁ…

ଇ-କେଓ୍ବାଇସି ବେଳେ ଧରାପଡିଲା ସତ: ଓଏଏସଠୁ ଆରମ୍ଭ କରି ଶିକ୍ଷକ..ସବୁ ଖାଉଥିଲେ ରାସନ୍

ଭୁବନେଶ୍ବର: ଗରିବ କଲ୍ୟାଣ ଯୋଜନା ନାଁ କେନ୍ଦ୍ର ସରକାର ଯୋଗାଇ ଆସୁଛନ୍ତି ମାଗଣା ରାସନ୍ । ହେଲେ ସରକାରୀ ଚାକିରୀରେ ଥାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି କିଛି ଲୋଭୀ ସରକାରୀ ବାବୁ । ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡରେ ଇ-କେୱାଇସି ଜଡିତ ହେଉଥିବା ବେଳେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ…

ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ

ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ…