ତିନି ବର୍ଷରେ 3 ଲକ୍ଷ ଲୋକଙ୍କୁ କ୍ୟାନସର, ଋଷରୁ ଆସୁଛି ଟିକା !
ନୂଆଦିଲ୍ଲୀ: ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ ମସିହାରେ କ୍ୟାନସରର ଆନୁମାନିକ ମାମଲା ସଂଖ୍ୟା ୧୪,୬୧,୪୨୭ ଥିବା ବେଳେ, ୨୦୨୩ରେ ଏହା ୧୪,୯୬,୯୭୨କୁ ଏବଂ ୨୦୨୪ରେ ୧୫,୩୩,୦୫୫କୁ ବୃଦ୍ଧି ପାଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)…