Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ଆଜି ଓଡ଼ିଶା ଦିବସ। ବରପୁତ୍ରମାନଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ…

ଏହି ସବୁ ନମ୍ବରରେ ଆଉ ଚାଲିବନି ଫୋନ୍ ପେ, ଗୁଗୁଲ ପେ…

ନୂଆଦିଲ୍ଲୀ: ଆଜି ଦିନ ୧ଟାରୁ ୪ଟା ଯାଏଁ ଅନଲାଇନ ପେମେଣ୍ଟ ହୋଇପାରିବ ନାହିଁ । ଏନେଇ ଏସବିଆଇ ପକ୍ଷରୁ ସୂଚନା ଜାରି ହୋଇଛି । ହେଲେ ଏହା ପୂର୍ବରୁ ମଧ୍ୟ ଆଜି ସକାଳୁ ସକାଳୁ କିଛି ଉପଭୋକ୍ତାଙ୍କ ଫୋନ୍ ପେ, ଗୁଗଲ ପେ, ପେଟିମ୍ ଆଦି କାମ କରିବା ବନ୍ଦ କରିଦେଇଛି । ତେବେ ଯଦି ଏପରି ତାହେଲେ…

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ

ରାୟପୁର: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, କୌଣସି ମହିଳାଙ୍କୁ ତାଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । କାରଣ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଥିବା ମୌଳିକ ଅଧିକାର ତଥା ସମ୍ମାନର ଅଧିକାରକୁ ଉଲ୍ଲଂଘନ କରୁଛି। ଅନୁଚ୍ଛେଦ ୨୧କୁ…

ଢେଙ୍କାନାଳରେ ହେବ ମେଡିକାଲ କଲେଜ, ଘୋଷଣା କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜିଲ୍ଲାରେ ଏକ ମେଡିକାଲ କଲେଜ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରିବା ସହ ସ୍ଥାନୀୟ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ସହାୟକ ହେବ । ରାଜ୍ୟ ସରକାରଙ୍କ ଏହି…

ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ଅଭିଯୋଗ ଶୁଣାଣି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୧୦ରୁ ଅଧିକ ମନ୍ତ୍ରୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ…

ହାର୍ଦ୍ଦିକ-ଜସ୍ମିନଙ୍କ ମଧ୍ୟରେ କିଛି ତ ଚାଲିଛି

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ରିଟିଶ ଗାୟକ ଜସ୍ମିନ ୱାଲିୟାଙ୍କ ବନ୍ଧୁତା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଉଭୟ ପରସ୍ପରକୁ ଭଲ ପାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି । କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଅବସରରେ ଏ…

ବଖାଣିଲେ ସୁନୀତା….ମହାକାଶରୁ କିପରି ଦିଶୁଛି ଆଜିର ଭାରତ?

ନୂଆଦିଲ୍ଲୀ: ପ୍ରାୟ ଚାରି ଦଶନ୍ଧି ପୂର୍ବେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପଚାରିଥିଲେ, ଉପରୁ ଭାରତ କିପରି ଦିଶୁଛି?, ଆଉ ଉତ୍ତରରେ ଟିକିଏ ହସିକି କବି ମହମ୍ମଦ ଇକବାଲଙ୍କ ସେହି ପଦଟି କହିପକାଇଥିଲେ ଭାରତୀୟ ମହାକାଶଚାରି ରାକେଶ ଶର୍ମା, "ସାରେ ଜହାଁ ସେ ଆଚ୍ଛା" । ସେବେର ଭାରତ ଆଉ ଆଜିର…

୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସର୍ଭିସ୍

ନୂଆଦିଲ୍ଲୀ: ୩ ଘଣ୍ଟା ବନ୍ଦ ରହିବ ଏସବିଆଇର ଡିଜିଟାଲ ସର୍ଭିସ୍ ସେବା । ଚାଲିବନି ଫୋନ୍ ପେ, ଗୁଗୁଲ ପେ ଭଳି ଅନଲାଇନ ପେମେଣ୍ଟ । ଏନେଇ ଏସବିଆଇ ପକ୍ଷରୁ ଉପଭୋକ୍ତାଙ୍କ ନିମନ୍ତେ ସୂଚନା ଜାରି କରାଯାଇଛି । ଆଜି ଦିନ ୧ଟାରୁ ୪ଟା ଯାଏଁ ଏସବିଆଇ ଅନଲାଇନ ସର୍ଭିସ୍ କାମ କରିବ ନାହିଁ । ତେବେ…

କଟକର ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ସହରର ଦୋଳମୁଣ୍ଡାଇ ଅଞ୍ଚଳରେ ମଙ୍ଗଳବାର ଦିନ ଏକ ଶୋ'ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସ୍ଥାନୀୟ ବାସିନ୍ଦାମାେନ ବିଲ୍ଡିଂର ଉପର ମହଲାରେ ଅବସ୍ଥିତ ଦୋକାନରେ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଯାହାପରେ ସେମାନେ ଅଗ୍ନିସେବା କର୍ମଚାରୀଙ୍କୁ…

ଉତ୍କଳ ଦିବସକୁ ପ୍ରତିବାଦ କରି କୋଶଳ ପ୍ରଦେଶ ଦାବି: ୭ ଜଣଙ୍କୁ ଉଠାଇ ନେଲା ପୋଲିସ୍

ଭୁବନେଶ୍ବର: ଆଜି ଉତ୍କଳ ଦିବସ । ଓଡିଶା ପ୍ରଦେଶ ଗଠନର ମୁହୂର୍ତ୍ତ । ୧୯୩୬ ମସିହା ଆଜିର ଦିନରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ  । କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ…