Latest Odisha News

BREAKING NEWS

ଖୁବଶୀଘ୍ର ଖୋଲିବ ନୂଆ ପମ୍ବନ ପୋଲ, ସଫଳ ହେଲା ପରୀକ୍ଷଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଖୋଲିବ ତାମିଲନାଡୁର ରାମେଶ୍ୱରମ ସ୍ଥିତ ନୂଆ ପମ୍ବନ ପୋଲ। ଏନେଇ ଚୂଡାନ୍ତ ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ…

ଟ୍ରେନ୍ ଭାରତର, କିନ୍ତୁ ରେଳପଥ ବ୍ରିଟିଶ କମ୍ପାନୀର!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରତିଦିନ ପ୍ରାୟ ୨ କୋଟି ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇଥାଏ ଏବଂ ଦେଶରେ ୭ ହଜାରରୁ ଅଧିକ ଟ୍ରେନ୍ ଚାଲୁଛି। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ଭାରତରେ ଏପର୍ଯ୍ୟନ୍ତ ଏକ ରେଳପଥ ଏମିତି ରହିଛି, ଯାହା ଭାରତ ସରକାରଙ୍କ ଅଧୀନରେ…

୧୨ ବର୍ଷ ପରେ ଆରଏସଏସ ମୁଖ୍ୟାଳୟକୁ କାହିଁକି ଯାଇଥିଲେ ମୋଦି?

ନାଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହା ତାଙ୍କର ୧୨ ବର୍ଷ ପରେ ପ୍ରଥମ ଗସ୍ତ। ସଂଘ ଏହି ବର୍ଷ ନିଜର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛି। ମୋଦୀଙ୍କ ଏହି ଗସ୍ତ ଚୈତ୍ର ନବରାତ୍ରି ଓ ହିନ୍ଦୁ…

କମିଗଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍‌ ଦର। ଆଜିଠାରୁ ନୂତନ ଗ୍ୟାସ ଦର ୧୭୬୨ ଟଙ୍କା ଲାଗୁ। ଦିଲ୍ଲୀରେ, ସଂଶୋଧିତ ଖୁଚୁରା…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୭ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି।ବିସ୍ଫୋରଣରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ୨୪ ପ୍ରଗଣା ପଥର ପ୍ରତିମା ଗାଁରେ ଏହି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୩ଜଣ ମହିଳା ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ…

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଆଙ୍କ ପାଇଁ ଗର୍ବ-ଗୌରବର ଦିନ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ୮୯ ବର୍ଷରେ ପାଦ ଥାପିଛି ଓଡ଼ିଶା। ବରପୁତ୍ରଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଆଜିଠୁ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ…

ଆଜିଠୁ ବଦଳିବ ୫ଟି ବଡ଼ ନିୟମ; ନୂଆ ଟାକ୍ସ ପଲିସି ଲାଗୁ, ୟୁପିଆଇ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ନୂଆ ଆର୍ଥିକ ବର୍ଷ ଆଜି ଅର୍ଥାତ୍‌ ୧ ଅପ୍ରେଲରୁ ଆରମ୍ଭ ହେବାକୁ ଯାଉଛି। ଏହି…

ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଏବେ ରାଜ୍ୟରେ ଗରମ ପ୍ରକୋପ କମ୍‌ ରହିବ। ମାତ୍ର ୮ ତାରିଖରୁ ହୁ ହୁ ହୋଇ ବଢ଼ିବ ତାପମାତ୍ରା। ତାତି ଏତେ ବଢ଼ିବ ଯେ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ। ତେବେ ଆଜିଠୁ ଆଗାମୀ ୫ ଦିନ ଯାଏ ବଦଳିପାରେ ପାଗ।…

ମିଥୁନ ରାଶିକୁ ୧୨ ବର୍ଷ ପରେ ଆସିବେ ବୃହସ୍ପତି; ୫ ରାଶିଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ବର୍ତ୍ତମାନ ବୃହସ୍ପତି ବୃଷ ରାଶିରେ ଅବସ୍ଥିତ ଅଛନ୍ତି । ମେ' ମାସରେ ମିଥୁନ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ ୧୩ ମାସ ରୁହନ୍ତି । ପରେ ଅନ୍ୟ ଏକ ରାଶିରେ ପ୍ରବେଶ କରନ୍ତି । ବୃହସ୍ପତିଙ୍କୁ ଗୋଟିଏ ରାଶିକୁ ଫେରିବାକୁ ପୂରା…