କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆଜି କୁମ୍ବିଂ ଅପରେସନ ବେଳେ ସିଆରପିଏଫ ଏବଂ ଏସଓଜି ଯବାନ ମାଓ କ୍ୟାମ୍ପ ସହ ଦୁଇଟି ଆଇଇଡି ଠାବ କରିଛନ୍ତି । ଏନେଇ କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି ।
ନକ୍ସଲଙ୍କ ଗତିବିଧି…