୧୩ ମାସ ପରେ ମିଳିଲା କଙ୍କାଳ, ଦୃଶ୍ୟମ ଷ୍ଟାଇଲରେ ପୋଲିସକୁ ଚକମା ଦେଇଥିଲେ…
ସୁରଟ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର ଫିଲ୍ମ ଦୃଶ୍ୟମ଼କୁ ପ୍ରାୟ ସମସ୍ତେ ଦେଖିଥିବେ। ତେବେ ଏହି ଫିଲ୍ମର କାହାଣୀ ପରି ଗୁଜୁରାଟରେ ଏକ ଘଟଣା ଘଟିଯାଇଛି ଯାହାକୁ ସମାଧାନ କରିବାକୁ ଗୁଜୁରାଟ ପୋଲିସକୁ ଲାଗିଥିଲା ଦୀର୍ଘ ସମୟ।
ଜୁନାଗଡ଼ରେ ନିଖୋଜ ଥିବା ଜଣେ ମହିଳାଙ୍କ…