ମିଆଁମାର ଭୂମିକମ୍ପ: ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି
ନୂଆଦିଲ୍ଲୀ: ଗତ ଶୁକ୍ରବାର ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଲଗାତାର ତିନି ଥର ଭୟଙ୍କର ଭୂମିକମ୍ପ ଘଟିଛି । ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୭୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪୦୦ ଜଣ ହୋଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି…