PM-KISAN: କୃଷକଙ୍କ ପାଇଁ ଖୁସି ଖବର, ଏଥର ଖାତାକୁ ଆସିବ ଅଧିକ ଟଙ୍କା!
ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଖବର
ବଢିପାରେ କିଷାନ ଯୋଜନାର ସହାୟତା ରାଶି
ଫେବୃଆରୀ କିସ୍ତିରେ ମିଳିପାରେ ଅଧିକ ଟଙ୍କା
ବଜେଟ ଆଣିପାରେ ବଡ଼ ଖୁସି
ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨୦୦୦ ଟଙ୍କା ସହାୟତା ରାଶି ଦେଇ…