Latest Odisha News

BREAKING NEWS

କେନ୍ଦ୍ରାପଡ଼ାର ୭ଟିବ୍ଲକ ବନ୍ୟାରେ ପ୍ରଭାବିତ;ସ୍ବାସ୍ଥ୍ୟସେବା ପାଇଁ ୮ ମେଡିକାଲ ଟିମ୍‌ ନିୟୋଜିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି । ଜିଲାର ୩୮ଟି ପଞ୍ଚାୟତର ୭୫ଟି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବ ସେ କହିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ…

ଲଣ୍ଡନ୍‌ରେ ରୋହିତଙ୍କ କ୍ଲିନ୍ ସେଭ୍ ଲୁକ୍ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସିନିୟର ଓପନର୍ ରୋହିତ ଶର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହେବା ପରେ ସେ ନିଜ ପରିବାର ସହ ଲଣ୍ଡନ୍‌ରେ ଛୁଟି ବିତାଉଛନ୍ତି । ଏହି ସମୟରେ ତାଙ୍କର ଏକ ନୂଆ ଏବଂ ଆକର୍ଷଣୀୟ କ୍ଲିନ୍-ସେଭ …

୬ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି, ବୈଠକ ଉପରେ ନଜର

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ପୁଟିନ ଏବଂ ସି ଜିନପିଙ୍ଗଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ସମେତ ଅନେକ ବିଶ୍ୱ ନେତା ଯୋଗଦେବେ। କୁହାଯାଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ଛଅ ବର୍ଷ…

ରାମ ମନ୍ଦିର ‘ଚାନ୍ଦା ଚୋରି’ର ଲାଇଭ୍ ଡେମୋ: ପୂଜକ ବେଶରେ ଆସି ଟଙ୍କା ଧରି ଖସିଲେ ପପୁ ଯାଦବ!

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ କଥିତ 'ଚାନ୍ଦା ଚୋରି' ପ୍ରସଙ୍ଗକୁ ନେଇ ଶୁକ୍ରବାର ସଂସଦ ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ତଥା ରୋଚକ ଡ୍ରାମା। ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ସାଂସଦମାନେ ଏକାଠି ହୋଇ ସଂସଦ ବାହାରେ ଏକ ସାଙ୍କେତିକ ନାଟକ କରିଛନ୍ତି, ଯାହା ଏବେ ସାରା ଦେଶରେ…

ମୋତେ ସମ୍ପତ୍ତି, ପ୍ରସିଦ୍ଧି ଏବଂ ସମ୍ମାନ ମିଳିଛି: ଟ୍ରୋଲିଂକୁ ନେଇ କଙ୍ଗନାଙ୍କ ନୂଆ ବୟାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କଙ୍ଗନା ରଣାୱତ ଓ CJP ମଧ୍ୟରେ ବୟାନବାଜିକୁ ନେଇ ଟ୍ରୋଲିଂ ହେଉଛନ୍ତି ତ ଆଉ କେତେବେଳେ ଜେନ ଜିଙ୍କ ବିଷୟରେ କହି ଟ୍ରୋଲିଂର ଶିକାର…

ଭୁବନେଶ୍ୱରରୁ ବ୍ରହ୍ମପୁର ଟ୍ରେନ୍‌ରେ ଯିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା…

୨୦୨୭ ଦିନିକିଆ ବିଶ୍ୱକପ୍: ୧୨ଟି ସହରର ନାମ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ୧୨ଟି ଆୟୋଜକ ସହରର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଏହି ଟୁର୍ନାମେଣ୍ଟ ୨୦୨୭ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାବ୍ୱେ ଏବଂ ନାମ୍ବିଆରେ ଖେଳାଯିବ । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା…

ଏମକେସିଜି ପିଜି ପରୀକ୍ଷା ବିବାଦ: ପ୍ରଶ୍ନପତ୍ର ଲିକ୍ ହୋଇନି, ଏହା ମାଲ୍‌ପ୍ରାକ୍ଟିସ୍ ବୋଲି ସ୍ପଷ୍ଟ କଲେ କୁଳପତି,…

ବ୍ରହ୍ମପୁର/ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ବିବାଦ ନୂଆ ମୋଡ଼ ନେଇଛି। ଗତ ୨୭ ତାରିଖରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ବରଂ ଏହା ଏକ 'ମାଲ୍‌ପ୍ରାକ୍ଟିସ'…

ମୁଣ୍ଡଳୀରେ ବନ୍ୟା ସ୍ଥିତିର ସମୀକ୍ଷା: ‘ଆଗକୁ ନାହିଁ ବନ୍ୟା ବିପଦ’

କଟକ: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। କେବଳ ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ଥିବା ସେ କହିଛନ୍ତି। ତଥାପି ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ…

Hunger Strike: ଭୁଲ ପାଠ୍ୟପୁସ୍ତକ ପ୍ରସଙ୍ଗ; ଅନଶନରେ ବସିଲା ଅଭିଭାବକ ମହାସଂଘ, ସମସ୍ତ ସଦସ୍ୟଙ୍କୁ ଯୋଗ ଦେବାକୁ…

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି ହେଉଛି,…