Nicolas Maduro: ଆମେରିକା କୋର୍ଟରେ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ମାଦୁରୋ, କହିଲେ ମୁଁ…
ଓ୍ବାଶିଂଟନ୍: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ପ୍ରଥମ ଥର ପାଇଁ ଏକ ଆମେରିକାର ଫେଡେରାଲ୍ କୋର୍ଟରେ ହାଜର ହୋଇଥିଲେ ଏବଂ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଡ୍ରଗ୍ସ ଚାଲାଣ ଏବଂ ଆତଙ୍କବାଦୀ ଷଡ଼ଯନ୍ତ୍ର ସହିତ ଜଡିତ ଗମ୍ଭୀର ଅଭିଯୋଗର ଶୁଣାଣି ସମୟରେ, ମାଦୁରୋ କୋର୍ଟକୁ କହିଥିଲେ…