FIH Hockey Women’s Nations Cup:ହକି ନେସନ୍ସ କପ୍ ଜିଣିଲେ ଭାରତୀୟ ମହିଳା ଦଳ;ଆଗାମୀ ପ୍ରୋ ଲିଗରେ ସ୍ଥାନ…
ନୂଆଦିଲ୍ଲୀ:ଭାରତୀୟ ମହିଳା ହକି ଦଳ ଏଫଆଇଏଚ୍ ହକି ମହିଳା ନେସନ୍ସ କପ୍ ୨୦୨୫-୨୬(FIH Hockey Women’s Nations Cup New Zealand 2025-26)ର ଚାମ୍ପିଅନ୍ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲରେ ଭାରତ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ଦଳକୁ ୨-୦ ଗୋଲରେ ପରାସ୍ତ କରିଛି। ନବନୀତ କୌର (୪') ଭାରତକୁ…