Latest Odisha News

BREAKING NEWS

Farmer rescue: ତାଳଗଛରେ ୨୪ ଘଣ୍ଟା…ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ । ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ । ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୁଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇ ହଠାତ୍…

ନିଟ୍ ୨୦୨୬ ପ୍ରସ୍ତୁତି: ଫିଜିକ୍ସ , କେମେଷ୍ଟ୍ରି, ଵାୟୋଲୋଜି … କେଉଁ ବିଷୟ ଆପଣଙ୍କୁ ଦେବ ସର୍ବୋତ୍ତମ ରାଙ୍କ୍?

ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଥାଏ ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହେବା। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ଦିନରାତି ଏକ କରି ଦେଶର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା 'ନିଟ୍' (NEET) ପାଇଁ ପ୍ରସ୍ତୁତି କରିଥାନ୍ତି। ପ୍ରତିବର୍ଷ ଏହି ପରୀକ୍ଷା ମାଧ୍ୟମରେ ଏମବିବିଏସ…

Midday Meals: ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି!

ଚେନ୍ନାଇ: ସ୍କୁଲରେ ପିଲା ଖାଇବେ ବିରିୟାନି! ମିଡ୍-ଡେ ମିଲ୍‌ ମେନ୍ୟୁରେ ଚିକେନ୍ ବିରିୟାନି! ବଡ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ! ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମିଡ୍-ଡେ ମିଲ୍ ଯୋଜନାରେ ବଡ଼ ପରିବର୍ତ୍ତନ ଆଣିବାକୁ ବିଚାର କରୁଛନ୍ତି ତାମିଲନାଡୁ ସରକାର। ସ୍କୁଲ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିନିୟର ବ୍ୟାଟର ଅଜିଙ୍କ୍ୟ ରାହାଣେ ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ରାହାଣେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପୂର୍ଣ୍ଣ ଭିଡିଓ ସେୟାର କରି ନିଜର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି  । ସେ କହିଛନ୍ତି…

କାଣୀ ନଦୀରେ ୨ଟି ଘାଇ;ଗାଁରେ ପଶିଲା ବନ୍ୟା ପାଣି

ଦଶରଥପୁର:ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି । ଫଳରେ ଶାଖା ନଦୀ କାଣୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଉଛି । ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣାଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ଫଳରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର,…

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ବର୍ତ୍ତମାନ ୫ଟି ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ୪୬୪ଟି ରିଲିଫ କ୍ୟାମ୍ପରେ ସମସ୍ତ ବ୍ୟବସ୍ଥା କରାଯାଇଛି ।…

BS-III vehicle: E20 ପେଟ୍ରୋଲ ନେଇ ସରକାରଙ୍କ ବଡ଼ ଖୁଲାସା!

ନୂଆଦିଲ୍ଲୀ: E20 ପେଟ୍ରୋଲ ନେଇ ସରକାରଙ୍କ ବଡ ଖୁଲାସା! ବଦଳାଇବାକୁ ପଡିବ ପୁରୁଣା ଗାଡ଼ିର ପାର୍ଟସ୍? ସଂସଦରେ ବଡ କଥା କହିଦେଲେ ଗଡ଼କରୀ… ଦେଶରେ E20 ପେଟ୍ରୋଲ ବ୍ୟବହାର ବଢ଼ିବା ସହ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ସନ୍ଦେହ ଦେଖାଦେଇଛି। ବିଶେଷକରି ପୁରୁଣା କାର୍ ଓ ବାଇକ୍…

GenZ ଙ୍କ ଅଜବ ମୁଡ଼! ଲାଇକ୍, ଭ୍ୟୁ କମେଣ୍ଟ ନମିଳିଲେ ନିଜକୁ ଭାବନ୍ତି ଏକୁଟିଆ: ସର୍ଭେରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିର ଯୁବପିଢ଼ି ତଥା GenZ ଙ୍କ ମନୋଭାବ ଏବଂ ନିଜର ଭେଲ୍ୟୁ ସୋସିଆଲ ମିଡିଆ ଉପରେ ନିର୍ଭରଶୀଳ। ଯେପରିକି ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ କେତେ ଲାଇକ୍, ଭ୍ୟୁ କିମ୍ବା କମେଣ୍ଟ ମିଳିଥାଏ ତାହା ଉପରେ ନିର୍ଭର କରେ। ଏହା ଏକ ସମାଜଶାସ୍ତ୍ରୀୟ ଅଧ୍ୟୟନ ଦ୍ୱାରା ପ୍ରକାଶିତ…

ଖୋର୍ଦ୍ଧାରେ ୩୧ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି;ଉପସ୍ଥିତ ରହିବେ ଶିକ୍ଷକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ୩୧ ତାରିଖ ଯାଏଁ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ଚିଠି ଲେଖିଛନ୍ତି। ତେବେ ଅଗଷ୍ଟ ୧ରେ ସ୍କୁଲ ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନେ ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ…

ଭାଙ୍ଗିଲା କାନପୁର କପର୍ ଡ୍ୟାମ୍…ବାଜିଲା ସାଇରନ;ଜଗି ରହିଛନ୍ତି ପୋଲିସ ପ୍ରଶାସନ

ବଡ଼ବିଲ:କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ ଭାଙ୍ଗିଲା । ଗୁରୁବାର ସକାଳ ପ୍ରାୟ ୭ଟା…