ବିଶ୍ୱ ଅର୍ଥନୀତିର ସବୁଠାରୁ ବଡ଼ ଡିଲ୍: ଭାରତ ଓ EU ମଧ୍ୟରେ ଐତିହାସିକ ବୁଝାମଣା
ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ, EU ମଧ୍ୟରେ ବହୁ ପ୍ରତିକ୍ଷିତ ଦୁନିଆର ସବୁଠାରୁ ବଡ଼ ବାଣିଜ୍ୟିକ ଚୁକ୍ତି ହେବାକୁ ଯାଉଛି । ଏହି ଚୁକ୍ତି ନେଇ ନିଜେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ ବଡ଼ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଏକ ଐତିହାସିକ ଚୁକ୍ତିର…