Madhubabu pension yojana: ଖୁବ ଶୀଘ୍ର ମିଳିବ ଭତ୍ତା;ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାର ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ । ଖୁବ୍ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଅଗଷ୍ଟ ୧୮ ସୁଦ୍ଧା ସରିବ ୬୩,୮୪୮ ଟି ଆବେଦନର ଯାଞ୍ଚ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ…