ଟି୨୦ ବିଶ୍ୱକପ: ବାଂଲାଦେଶ ହଟିଲେ ପାକିସ୍ତାନ ବି ଓହରି ଯିବ କି !
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପାକିିସ୍ତାନୀ ଚ୍ୟାନେଲ ଜିୟୋ ନ୍ୟୁଜ ଅନୁସାରେ ଯଦି ବାଂଲାଦେଶ ବିଶ୍ୱକପରୁ ହଟିବ ତେବେ ପାକିସ୍ତାନ ମଧ୍ୟ ଓହରିଯିବ ବୋଲି ଧମକ ଦେଇଛି । ଏପରିକି ପିିସିବି ଟୁର୍ଣ୍ଣାମେଂଟ ପ୍ରସ୍ତୁତି ବନ୍ଦ କରିଥିବା ଉକ୍ତ ରିପୋର୍ଟରେ…