ଫୁଲୁଛି ମହାନଦୀ, କାଲି ମାଡ଼ି ଆସିବ ବନ୍ୟା ଜଳ: ଖୋଲିବାକୁ ଯାଉଛି ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍
ସମ୍ବଲପୁର: ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜଳଭଣ୍ଡାର ମଧ୍ୟକୁ ପ୍ରବଳ ବେଗରେ ପାଣି ପ୍ରବେଶ କରୁଥିବାରୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଏକ ବଡ଼…