J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାର ଜିଲ୍ଲାର ସୋନାର ଅଞ୍ଚଳରେ ମିଳିତ ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ୮ ଜଣ ସୈନିକ ଆହତ ହୋଇଛନ୍ତି। ରବିବାର ତିନି ଜଣ ସେନା ଯବାନ ଆହତ ହୋଇଥିଲେ। ଏବେ ଆହତ ସଂଖ୍ୟା ବଢିଛି। ଅଧିକାରୀମାନେ କହିଛନ୍ତି ଯେ!--StartFragment>…