RI Exam Postponed: ଘୁଞ୍ଚିଲା ଆରଆଇ ପରୀକ୍ଷା;ଏହ ଦିନ ହେବ…
ଭୁବନେଶ୍ବର:ଓଡ଼ିଶା ଅଧିନସ୍ତ କର୍ମଚାରୀ ଚୟନ ଆୟୋଗ (OSSSC)ପକ୍ଷରୁ ଆୟୋଜିତ ହେବାକୁ ଥିବା ଆରଆଇ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ଜୁନ୍ ୨୦ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏବେ ୨୮ ତାରିଖରେ ଅନୁଷ୍ଠିତ ହେବ ।
ଏଥିରେ ରାଜସ୍ବ ନିରିକ୍ଷକ(ଆରଆଇ), ଅତିରିକ୍ତ ରାଜସ୍ବ…