କେତେ ସୁରକ୍ଷିତ ବ୍ୟାଙ୍କ୍ ଲକର୍, କୋଟିରୁ ଅଧିକ ମୂଲ୍ୟର ସୁନା ଗାଏବ
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆର ଭରୋଲ ଶାଖାରୁ ଗ୍ରାହକମାନଙ୍କର କୋଟି କୋଟି ଟଙ୍କାର ସୁନା ଗାଏବ ହେବା ଘଟଣାରେ ତିନୋଟି ପୋଲିସ ଦଳ ତଦନ୍ତ କରୁଛନ୍ତି। ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଆରଓଁ ଥାନାରେ ପଚରାଉଚରା କରାଯାଉଛି। ସେଫ୍ର ଚାବି କାହା ପାଖରେ ଥିଲା ତାହା ପୋଲିସ…