Latest Odisha News

BREAKING NEWS

Mrunal Dhanush Wedding Rumours: ଧନୁଷଙ୍କ ସହ ବିବାହ ଗୁଜବ ମଧ୍ୟରେ ଏମିତି ଭିଡ଼ିଓ ପୋଷ୍ଟ କଲେ ମୃଣାଲ…

ମୁମ୍ବାଇ: ସାଉଥରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ମୃଣାଲ ଠାକୁରଙ୍କ ସାଉଥ୍ ସୁପରଷ୍ଟାର ଧନୁଷଙ୍କୁ ବିବାହ କରିବାର ଗୁଜବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତଥାପି, ଅଭିନେତ୍ରୀଙ୍କ ନିକଟତର ଜଣେ ବ୍ୟକ୍ତି ଏହି ଗୁଜବଗୁଡ଼ିକୁ ମିଥ୍ୟା ବୋଲି କହି ସ୍ପଷ୍ଟ କରିଛନ୍ତି ଯେ ମୃଣାଲଙ୍କ…

ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀରୁ ଛାଡିବାକୁ ଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଯାହାପରେ ବିମାନକୁ ତୁରନ୍ତ ଲକ୍ଷ୍ନୌ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ସକାଳ ୯ଟା ୧୭ମି.ରେ ଲକ୍ଷ୍ନୌରେ ବିମାନଟି ସୁରକ୍ଷିତ ଭାବେ ଜରୁରୀକାଳୀନ ଅବତରଣ କରିଥିଲା। ଇଣ୍ଡିଗୋ ବିମାନ 6E 6650 222…

Rajkummar Rao Baby Girl: ନିଜ ଝିଅକୁ ମାତା ପାର୍ବତୀଙ୍କ ନାମ ଦେଇଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା, ଏମିତି…

ମୁମ୍ୱାଇ: ବଲିଉଡର ଅନ୍ୟତମ ପ୍ରିୟ ଦମ୍ପତି, ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ, ପତ୍ରଲେଖା, ୨୦୨୫ ମସିହାରେ ସେମାନଙ୍କର ଚତୁର୍ଥ ବିବାହ ବାର୍ଷିକୀରେ ଏକ କନ୍ୟାକୁ ସ୍ୱାଗତ କରିଥିଲେ, ଯାହା ସେମାନଙ୍କର ଆନନ୍ଦକୁ ଦ୍ୱିଗୁଣିତ କରିଥିଲା। ଏବେ, ସେମାନଙ୍କ କନ୍ୟାର ଜନ୍ମର ଦୁଇ ମାସ ପରେ,…

Protests Against Trump: “ସହିବୁନି ଟ୍ରମ୍ପଙ୍କ ଜବରଦସ୍ତି”, ରାସ୍ତାକୁ ଓହ୍ଲାଇଲେ ଆମେରିକା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବରେ ଗ୍ରୀନଲ୍ୟାଣ୍ଡକୁ ନିଜ ଅକ୍ତିଆରକୁ ଆଣିବ ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଜୋରଜବରଦସ୍ତି କାର୍ଯ୍ୟ ବିରୁଦ୍ଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକତ୍ରିତ ହୋଇଥିବା ବେଳେ, ଗ୍ରୀନଲ୍ୟାଣ୍ଡର ଲୋକମାନେ…

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଅହମଦାବାଦ: ରାଜକୋଟ୍‌ ନାବାଳିକା ଦୁଷ୍କର୍ମ ମାମଲାରେ ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ସୁଣାଇଲେ କୋର୍ଟ । ଅଭିଯୁକ୍ତ ମଧ୍ୟପ୍ରଦେଶ ଅଲିରାଜପୁରର ରାମସିଂ ଦୁଦ୍‌ଭା(୩୨)କୁ ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଭି.ଏ. ରାଣା ଶିଶୁ ଯୌନ ନିର୍ଯାତନା ପ୍ରତିକାର ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଆଇନର…

ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ଚିଲିକା ହ୍ରଦ ଏବଂ ହୀରାକୁଦ ଡ୍ୟାମ ସମେତ ଓଡ଼ିଶାର ପ୍ରମୁଖ ଆର୍ଦ୍ରଭୂମି ସ୍ଥାନରେ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀ ସଂଖ୍ୟା ଆକଳନ ପାଇଁ ବାର୍ଷିକ ପକ୍ଷୀ ଗଣନା ରବିବାରଠାରୁ ଆରମ୍ଭ ହୋଇଯାଇଛି। ଏହି ଗଣନା ମୁଖ୍ୟତଃ ଏସିଆର ସର୍ବବୃହତ ଲୁଣି ଜଳ ହ୍ରଦ ଭାବରେ ବିବେଚିତ ଚିଲିକା…

ଗ୍ରୀନଲ୍ୟାଣ୍ଡ ବିବାଦ: ୮ ୟୁରୋପୀୟ ଦେଶ ଉପରେ ୧୦% ଟାରିଫ ଘୋଷଣା…

ପ୍ୟାରିସ: ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡକୁ ଅକ୍ତିଆର ଧମକକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ୟୁରୋପୀୟ ସଂସଦ ଏକ ବଡ଼ ପଦକ୍ଷେପ ନେଇ ଆମେରିକା ସହିତ ଏକ ଐତିହାସିକ ବାଣିଜ୍ୟ ଚୁକ୍ତିକୁ ଅବରୋଧ କରିଛି। ଏହି ପଦକ୍ଷେପ ଗତବର୍ଷ ରାଷ୍ଟ୍ରପତି…

କିମ୍‍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ (କିମସ)ରେ ଜଣେ ୧ ବର୍ଷ ବୟସର ଶିଶୁଠାରେ ଜଟିଳ ଓ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଶିଶୁଟିର ମୁଣ୍ଡର ଆକାର ଅସ୍ୱାଭାବିକ ରହିଥିବା ବେଳେ ଆଖି ଫୁଲିବା ସହ ବୃଦ୍ଧିରେ ବିଳମ୍ବ ହେଉଥିଲା। ପରିବାର ଲୋକେ ପିଲାଟିକୁ କିମ୍‍ସ…

Republic Day 2026: ଭାରତ, ଚୀନ୍ ନା ଋଷିଆ; କେଉଁ ଦେଶର ସାମରିକ ପରେଡ୍ ଅଧିକ ସ୍ୱତନ୍ତ୍ର?

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଭାରତରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ପରେଡ୍ କେବଳ ଶକ୍ତି ପ୍ରଦର୍ଶନ ପାଇଁ ଏକ ମଞ୍ଚ ନୁହେଁ, ବରଂ ଭାରତୀୟ ଗଣତନ୍ତ୍ର, ବିବିଧତା ଏବଂ ସଂସ୍କୃତିର ଏକ ଉତ୍ସବ ମଧ୍ୟ। ଯେତେବେଳେ ଆମେ ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ସାମରିକ ପରେଡ୍ ଉପରେ ନଜର ପକାଉ,…