ବକ୍ସ ଅଫିସରେ ‘ଆଲ୍ଫା’ର ଧମାଲ୍
ମୁମ୍ବାଇ: ବକ୍ସ ଅଫିସରେ ଧମାଲ୍ କରୁଛି ୟଶରାଜ୍ ସ୍ପାଏ ୟୁନିଭର୍ସର ନୂଆ ଆକ୍ସନ ଥ୍ରୀଲର୍ ଫିଲ୍ମ ‘ଆଲ୍ଫା’ । ରିଲିଜ୍ର ପ୍ରଥମ ୱିକେଣ୍ଡରେ ହିଁ ଫିଲ୍ମଟି ବିଶ୍ୱବ୍ୟାପୀ ବଡ଼ ସଫଳତା ହାସଲ କରିଛି। ତୃତୀୟ ଦିନରେ ଫିଲ୍ମର ବଡ଼ କଲେକ୍ସନ ଦେଖିବାକୁ ମିଳିଛି । ଏଥି ସହିତ ‘ଆଲ୍ଫା’ର…