ପଡିଆରେ ଧକ୍କା ହୋଇଗଲେ ଅଷ୍ଟ୍ରେଲିଆର ଦୁଇ ଖେଳାଳି, ଡାକ୍ତରଖାନାରେ ଭର୍ତି
କାନବେରା: ବିଗ ବ୍ୟାଶ ଲିଗରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଶୁକ୍ରବାର ଅନୁଷ୍ଠିତ ସିଡନୀ ଥଣ୍ଡର୍ସ ଓ ପର୍ଥ ସ୍କ୍ରଚର୍ସ ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଦୁଇ ଖେଳାଳି ଫିଲ୍ଡିଂ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଏହି ଦୁଇ ଖେଳାଳି ବର୍ତମାନ…