କିଏ ପାରାଦୀପର ରାବଣ? ଶାଣିତ ଆକ୍ରମଣ କରି କହିଲେ ମନ୍ତ୍ରୀ
ପାରାଦୀପ: ଆଜି ଦଶହରାରେ ରାବଣ ପୋଡ଼ି ସହିତ ତୁଳନା କରି ବିରୋଧୀଙ୍କୁ ତେର୍ଚ୍ଛା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇ ଏନେଇ ମନ୍ତ୍ରୀ କହିଛନ୍ତି, ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ…