Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଦାବି: ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ମିଳୁ ଭାରତ ରତ୍ନ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଦାବି କରିବା ସହ ଦୁଇ ପୁରୁଖା ନେତାଙ୍କୁ ବେଶ ପ୍ରସଂଶା ମଧ୍ୟ କରିଛନ୍ତି। ବୁଧବାର…

ଥିଏଟରରେ ଦଳାଚକଟା ଘଟଣା; ଗୁରୁତର ଶିଶୁ ପାଇଁ ୨ କୋଟି ଘୋଷଣା କଲେ ଅଲୁ ଅର୍ଜୁନଙ୍କ ପିତା

ହାଇଦ୍ରାବାଦ: ସନ୍ଧ୍ଯା ଥିଏଟରରେ ଦଳାଚକଟା ଘଟଣାରେ ଗୁରୁତର ୮ ବର୍ଷର ଶିଶୁ ପାଇଁ ୨ କୋଟି ଘୋଷଣା କରିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ। ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଏବଂ ତାଙ୍କ ପତ୍ନୀ ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ମେକର୍ସମାନେ ୫୦ ଲକ୍ଷ…

ବଜାରକୁ ଆସିବ ଆପଲ୍‌ ସ୍ମାର୍ଟ ଡୋରବେଲ୍‌; ଫେସ ଆଇଡିରେ ଖୋଲିବ ଘର

ନୂଆଦିଲ୍ଲୀ: ଆପଲ୍ ସ୍ମାର୍ଟ ଡୋରବେଲ ସହିତ ଆସନ୍ତା ବର୍ଷ ସ୍ମାର୍ଟ ହୋମ ବଜାରରେ ପ୍ରବେଶ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ ସ୍ମାର୍ଟ ହୋମ ଡୋରବେଲରେ କାମ କରୁଛି ଯେଉଁଥିରେ ଫେସ୍ ଆଇଡି ସପୋର୍ଟ ରହିବ। ଏହି ଡିଭାଇସ୍ ବ୍ୟବହାରକାରୀଙ୍କ ଫେସ୍ ସ୍କାନିଂ ମାଧ୍ୟମରେ…

ବକ୍ସିଂ ଡେ ଟେଷ୍ଟରେ ଓପିନଂ କରିପାରନ୍ତି ରୋହିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓପନିଂ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚ ଏମସିଜିରେ ଡିସେମ୍ବର ୨୬ରେ ଖେଳାଯିବ । ଭାରତ ୨ ସ୍ପିନର ରଣନୀତିରେ ଓହ୍ଲାଇପାରେ । ପ୍ରଥମ ଟେଷ୍ଟରେ…

ଏହି ଖାଦ୍ୟ ୨୦୨୪ରେ ସର୍ବାଧିକ ଅର୍ଡର ହୋଇଥିଲା, ସ୍ବିଗିରେ ଏକ ମିନିଟରେ ୧୫୮ ଅର୍ଡର

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି ୨୦୨୪ ମସିହାରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟର ବିବରଣୀ ପ୍ରକାଶ କରିଛି | ୨୦୨୪ ମସିହାରେ ବିରିୟାନୀ ଭାରତୀୟଙ୍କ ପ୍ରଥମ ପସନ୍ଦ ଥିଲା | ଏହି ବର୍ଷ ଜାନୁଆରୀ ୧ରୁ ନଭେମ୍ବର ୨୨ ମଧ୍ୟରେ ୮.୩କୋଟି ବିରିୟାନୀ ଅର୍ଡର କରାଯାଇଥିଲା |…

ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ୱର: ୨୦୨୫ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତିରେ…

‘ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି, ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ…

ପୁରୀ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ କମ୍ଭମପତି ହରିବାବୁ ଦାୟିତ୍ବ ନେବା ପରେ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର…

ହସିନାଙ୍କ ପାଇଁ ଭାରତ ଓ ବାଂଲାଦେଶ ଟଣା-ଓଟରା, ଢାକା କରୁଛି ବଡ଼ ପ୍ଲାନ

ନୂଆଦିଲ୍ଲୀ: ଭାରତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହାକୁ ନେଇ ଭାରତ ବାଂଲାଦେଶ ମଧ୍ୟରେ ବିବାଦ ଭୟଙ୍କରରୂପ ନେଇଛି । ଏମିତିକି ଶେଖ ହସିନାଙ୍କୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଟଣା-ଓଟରା ଆରମ୍ଭ ହୋଇଛି । ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ନୂଆଦିଲ୍ଲୀକୁ ଭର୍ବାଲ୍ ଡିପ୍ଲୋମାଟକ୍…

ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇ ଭାବବିହ୍ବଳ ହେଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ । ଏନେଇ ତାଙ୍କୁ ମନେପକାଉଛି ସାରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ଭାବବିହ୍ବଳ…

ସାଣ୍ଟା କ୍ଲଜ ଲୁକରେ କେଜ୍ରିୱାଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖ୍ରୀଷ୍ଟମାସ ପର୍ବ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ ମଧ୍ଯ କରାଯାଉଛି। ଏହି ସମୟରେ ଆମ୍ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…