Latest Odisha News

BREAKING NEWS

ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେ; ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’

ଭୁବନେଶ୍ବର: 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ । ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିଥିବାରୁ ତାଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।…

ବିନା ଜିମ୍‌ରେ ଫିଟ୍ ରହିବା ମନ୍ତ୍ର

ଭୁବନେଶ୍ବର:  ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଜଣେ ମହିଳା ନିଜ ପାଇଁ ଟିକେ ସମୟ ବାହାର କରିବା ବହୁତ କଷ୍ଟକର ହୋଇପଡିଥାଏ । ଘର, ପରିବାର ଓ ଅଫିସ୍ କାମରେ ଏତେ ବ୍ୟସ୍ତ ହୋଇଯାଏ ଯେ ନିଜକୁ ଭୁଲି ଯାଇଥାଏ । ନିଜର ସ୍ୱାସ୍ଥ୍ୟ ପ୍ରତି ବି ଯତ୍ନ ନେଇନଥାଏ । ସେଥି ମଧ୍ୟରେ ନିଜକୁ ଫିଟ୍ ରଖିବାକୁ…

୧୫୦ ଫୁଟ ଗଭୀର ବୋରୱେଲରେ ଫସିଲା ୩ ବର୍ଷର ଝିଅ

ଜୟପୁର: ରାଜସ୍ଥାନର କୋଟପୁଟଲିରେ ସୋମବାର ଏକ ବୋରୱେଲରେ ଫସିଲା ୩ ବର୍ଷର ଝିଅ। ଏଠାରେ ଏକ ତିନି ଚାରି ବର୍ଷର ଛୋଟ ଝିଅ ଖେଳିବା ସମୟରେ ୭୦୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳିକାକୁ ବଞ୍ଚାଇବା ପାଇଁ…

ଘରେ ଝାଡୁ ଏହି ଦିଗରେ ରଖନ୍ତୁ , ଶୁଭଫଳ ମିଳିବ

ଭୁବନେଶ୍ବର: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କରିବେ ତାହାର ମଧ୍ୟ ନିୟମ ରହିଛି । ଝାଡୁ କେବଳ ଘରେ ସଫା କରାଯାଏ ନାହିଁ , ଏହା ସୁଖସମୃଦ୍ଧି ମଧ୍ୟ ଆଣିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ.. - ଘରେ ଏକାଧିକ ଝାଡୁ ଥିଲେ; ସବୁକୁ ଏକାଠି ଗୋଟେ ସ୍ଥାନରେ ରଖନ୍ତୁ…

ପ୍ରେମିକା ଲରେନଙ୍କୁ ବାହାହେବେ ଆମାଜନର ମାଲିକ, ଖର୍ଚ୍ଚ ହେବ ୫ହଜାର କୋଟି

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତଥା ଆମାଜନର ପ୍ରତିଷ୍ଠାତା କୋଟିପତି 60 ବର୍ଷୀୟ ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା 55 ବର୍ଷୀୟ ଲରେନ୍ ସାଞ୍ଚେଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବ । ସୂତ୍ରରୁ ଜଣାପଡିଛି…

ଖ୍ରୀଷ୍ଟମାସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା ପାର୍କ ପୁନଃ ଲୋକାର୍ପିତ

ପୁରୀ: ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସରେ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋପିୟାନ ଢାଞ୍ଚାର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି । ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ, ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା…

ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ବ୍ୟାଙ୍କ କାହାଠାରୁ ଲୋନ୍ ପୁନରୁଦ୍ଧାର କରେ ଜାଣନ୍ତୁ ..

ଭୁବନେଶ୍ବର: ଆପଣ କେବେ ଭାବିଛନ୍ତି କି, ଯଦି କ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଘର,କାର କିମ୍ବା ଅନ୍ୟ କୌଣସି ଋଣ ନେଇଥାଏ ଏବଂ ଋଣ ଅବଧି ମଧ୍ୟରେ କୌଣସି କାରଣରୁ ସେହି ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ବ୍ୟାଙ୍କର ଋଣ କିଏ ସୁଝିବ ? ଅନେକ ଲୋକ ଭାବନ୍ତି  ଯେ, ଯଦି ଋଣ ନେଇଥିବା ବ୍ୟକ୍ତି…

ସୁପ୍ରିମକୋର୍ଟର ପ୍ରଥମ ମୁସଲିମ ପ୍ରଧାନବିଚାରପତି ; ଯାହାଙ୍କ ନାଁରେ ରହିଛି ଦୁଇଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଘଟଣା। ପ୍ରଧାନବିଚାରପତି ହୋଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଦୁଇଥର ରହିଛନ୍ତି। କିପରି ହୋଇଥିଲା ଏମିତି ଅଦ୍ଭୁତ ସଂଯୋଗ। ଜଣେ ପ୍ରଧାନବିଚାରପତି କେମିତି ହୋଇପାରିଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପୁଣି ଦୁଇଥର।ଏମିତିକି ସେ ଜଣେ ପୁଣି ମୁସଲମାନ…

ସ୍ତ୍ରୀ ଓ ଶ୍ୱଶୁରଙ୍କଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, ଇଣ୍ଟରନେଟରୁ ଶିଖିଲେ ବୋମା ତିଆରି… 

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ସ୍ଥିତ ରୋ ଘରେ ଶନିବାର ଦିନ ହୋଇଥିବା ପାର୍ସଲ ବିସ୍ଫୋରଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ତାଙ୍କ ପତ୍ନୀଙ୍କ ବନ୍ଧୁ ଓ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେବାକୁ ଏହି  ବିସ୍ଫୋରଣର ଯୋଜନା କରିଥିଲେ। ପୋଲିସର ସୁଚନା ଅନୁସାରେ ମୁଖ୍ୟ…

ଅଶ୍ୱୀନଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହେଲେ ତନୂଷ କୋଟିୟାନ

ମୁମ୍ବାଇ: ମୁମ୍ବାଇ ସ୍ପିନର ତନୂଷ କୋଟିୟାନଙ୍କୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ସେ ମଙ୍ଗଳବାର ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ସେ ଦଳରେ ଯୋଗ ଦେବେ । ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ…