ସରକାରୀ ବାବୁଙ୍କୁ ମୋଦିଙ୍କ ଛାଟ: ବିଦା ହେବେ ଅଳସୁଆ, ଦୁର୍ନୀତିଖୋର୍ କର୍ମଚାରୀ
ନୂଆଦିଲ୍ଲୀ: କାମରେ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କାର୍ଯ୍ୟ ଦକ୍ଷତା ତଥା ଦୁର୍ନୀତି ଉପରେ କଟକଣା ଲଗାଇବାକୁ ଯାଇ ଏମିତି କିଛି ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏନେଇ ମୋଦି କହିଛନ୍ତି,ଜନତାଙ୍କ…