2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ ଗୋଟିଏ ରାତି ପରେ ଆସିବ ଆଉ ଏକ ବର୍ଷର ନୂଆ ସକାଳ । ଏକ ନୂତନ ବର୍ଷର ଅଧ୍ୟାୟ ଆରମ୍ଭ ହେବ । ୨୦୨୫ ରୁ ବିଦାୟ ଦେଇ ୨୦୨୬ କୁ ସ୍ବାଗତ କରାଯିବ । ଗୋଟିଏ ନୂଆ ବର୍ଷ ସିନା ଆରମ୍ଭ ହେବ କିନ୍ତୁ ପୁରୁଣା ବର୍ଷର ସ୍ମୃତି ସବୁ ସେମିତି ମନେ ରହିବ । ୨୦୨୫ ଏପରି ଏକ…