Cartoon Targeting PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାପୁଆ କେଳା ସଜାଇଲା ନରୱେର ଦୈନିକ ଖବରକାଗଜ, ବର୍ଷିଲା…
ନୂଆଦିଲ୍ଲୀ: ଦେଶରେ ଇନ୍ଧନ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାତ୍ସଲ୍ୟ କଲା ଭଳି ଏକ ଫଟୋ ପୋଷ୍ଟ କରି ଏବେ ବିବାଦରେ ନରଓ୍ବେର ଖବରକାଗଜ । ଜଣେ ସାପୁଆ କେଳା ଭାବରେ ଚିତ୍ରଣ କରି ଏକ କାର୍ଟୁନ ଫଟୋ ପ୍ରକାଶ କରିବା ପରେ ଏକ ପ୍ରମୁଖ ନରୱେ ସମ୍ବାଦପତ୍ର ସମାଲୋଚନାର ଶିକାର…