Latest Odisha News

BREAKING NEWS

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର: ଚଳିତ ସପ୍ତାହରେ ରାଜ୍ୟରେ ଢାଳିବ ପ୍ରବଳ ବର୍ଷା

ଭୁବନେଶ୍ୱର: ଗୁଳୁଗୁଳି ଓ ଆର୍ଦ୍ରତା ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ଖୁବ୍‌ଶୀଘ୍ର ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଚଳିତ ସପ୍ତାହନ୍ତରେ ସମଗ୍ର ଓଡ଼ିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା…

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ରୋଗୀ ନଥିବାରୁ ଟଳିଲା ବଡ ବିପଦ, ୨ କର୍ମଚାରୀ ମେଡିକାଲରେ ଭର୍ତ୍ତି

ଯାଜପୁର: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସର ଦୁଇ କର୍ମଚାରୀ । ତେବେ ଗାଡି ଭିତରେ କୌଣସି ରୋଗୀ ନଥିବାରୁ ଅଳ୍ପକେ ବଡ ବିପଦ ଟଳିଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଖଣ୍ଡିତର ଛକରେ ।…

ଶିକାର ବେଳେ ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଶିକାରୀମାନଙ୍କୁ ଏଆଇ ଟ୍ରେଲଗାର୍ଡ କ୍ୟାମେରାରେ କଏଦ କରାଯାଇଥିଲା । ସେମାନଙ୍କ ନିକଟରୁ ୨ ଟି ହାତ ତିଆରି ବନ୍ଧୁକ, ଗନ୍ ପାଉଡର, ୨ ଟି ହେଡ ଟର୍ଚ୍ଚ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଜିନିଷ ଜବତ କରିଛନ୍ତି ଶିମିଳିପାଳ…

ପୁଲିସ ଉପରେ ବୋମାମାଡ଼ ଓ ଗୁଳିଚାଳନା; ପାଲଟା ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନଇତଡ଼ା ସାହିର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ପୋଲିସର ଏନ୍‌କାଉଣ୍ଟର। କାଳିଆ ଓରଫ ଘନଶ୍ୟାମ ବେହେରା ଏକାଧିକ ଡକାୟତି ଓ ଲୁଟ୍ ମାମଲାରେ ୱାଣ୍ଟେଡ୍ ଥିଲା। ତାଙ୍କୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ…

ପରଲୋକରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି

କଟକ: ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର ପରଲୋକ ହୋଇଯାଇଛି। କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ…

ବାହୁଡ଼ା ଓ ସୁନାବେଶ ଲାଗି ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ୨୦୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଶନିବାର ସୁନାବେଶ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହୋଇ ନୀତି ବଢ଼ିବ। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ…

CJP Protest: ଇସ୍ତଫା ଦେବେ କି ଧର୍ମେନ୍ଦ୍ର ପ୍ରଧାନ? କାହିଁକି ଅନଶନ ଭାଙ୍ଗିଲେ ସୋନମ? ଦିପକେ ସ୍ପଷ୍ଟ କହିଦେଲେ…

ନୂଆଦିଲ୍ଲୀ: ଦୀର୍ଘ ୨୬ ଦିନର ଅନିର୍ଦ୍ଦିଷ୍ଟକାଳୀନ ଅନଶନ ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଶେଷରେ ନିଜର ଉପବାସ ଭଙ୍ଗ କରିଛନ୍ତି। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ସରକାରଙ୍କ ପକ୍ଷରୁ କିଛି…

Sonam Wangchuk video: ମଧ୍ୟରାତ୍ରିରେ କାହିଁକି ହଠାତ୍ ଅନଶନ ଶେଷ କଲେ ସୋନମ ୱାଙ୍ଗଚୁକ୍, ୩ ମିନିଟର ଭିଡିଓ କରି…

ନୂଆଦିଲ୍ଲୀ: ପ୍ରାୟ ୨୬ ଦିନ ଧରି ଚାଲିଥିବା ଅନଶନକୁ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଜୁଲାଇ ୨୪ ତାରିଖ ମଧ୍ୟରାତ୍ରି ପରେ ଶେଷ କରିଛନ୍ତି। ଅନଶନ ଶେଷ କରିବାର କିଛି ଘଣ୍ଟା ପରେ ସେ ହସ୍ପିଟାଲ ବେଡ଼ରୁ ଏକ ୩ ମିନିଟର ଭିଡିଓ ବାର୍ତ୍ତା ଜାରି କରି ଏହି ନିଷ୍ପତ୍ତି ପଛର କାରଣ ସମ୍ପର୍କରେ…

ପେପର ଲିକ୍ ପ୍ରସଙ୍ଗରେ ସରକାରଙ୍କ କଡ଼ା ପ୍ରତିଶ୍ରୁତି ପରେ ଶାନ୍ତ ପଡ଼ିଲା ଆନ୍ଦୋଳନ

ନୂଆଦିଲ୍ଲୀ: ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବା ତଥା ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଦାବିରେ ଦୀର୍ଘ ୨୬ ଦିନ ଧରି ଚାଲିଥିବା ବିଶିଷ୍ଟ ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ ଶେଷରେ ପ୍ରତ୍ୟାହୃତ ହୋଇଛି। ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ କେନ୍ଦ୍ର…

ଓଡ଼ିଶା ଆଇଟି କ୍ଷେତ୍ରକୁ ବଡ଼ ସଫଳତା: ଭୁବନେଶ୍ୱରରେ ୭୩୦ କୋଟି ଟଙ୍କା ବ୍ୟୟରେ ‘ଏଆଇ ହବ୍’ କରିବ…

ଭୁବନେଶ୍ୱର: ଓଡ଼ିଶାର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରାଜ୍ୟରେ ପୁଞ୍ଜିନିବେଶ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏଚସିଏଲ୍ ଟେକ୍…