ମଝି ଆକାଶରେ ଇନ୍ଧନ ଲିକ୍, ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ଯାତ୍ରୀ
ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ବିମାନଟି କୋଲକାତାରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲା ବେଳେ ମଝି ଆକାଶରେ ଇନ୍ଧନ ଲିକ୍ ହୋଇଥିବା ଚିହ୍ନଟ ହୋଇଥିଲା।
ଯାହା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ଅବତରଣ ନିରାପଦ…