କାଳୀ ପୂଜା ଉତ୍ସବରେ ଅଘଟଣ; ବିଦ୍ୟୁତାଘାତରେ ୨ ମୃତ
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁର ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି।
କାଳୀ ପୂଜା ଉତ୍ସବ ସମୟରେ ସେଠାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ବିଦ୍ୟୁତାଘାତରେ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ତେବେ ଗାଁର…