MKCGରେ କରୋନା ସଂକ୍ରମଣ, ଗୁଜବ ନେଇ ସ୍ପଷ୍ଟ କଲେ ମେଡିକାଲ ଅଧୀକ୍ଷକ
ବ୍ରହ୍ମପୁର: ବ୍ରହ୍ମପୁରର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂଆ COVID-19 ମାମଲା ଚିହ୍ନଟକୁ ଗୁଜବ ବୋଲି କହିଛନ୍ତି ମେଡିକାଲ ଅଧୀକ୍ଷକ। ଏଥିସହିତ ଗଞ୍ଜାମ ଜିଲ୍ଲାରେ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ସେ ପ୍ରକାଶ କରିଛନ୍ତି।
ହସ୍ପିଟାଲର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିବା…