ବିଜେଡି ଜିଲ୍ଲା ସଭାପତିମାନଙ୍କୁ ଭେଟିଲେ ନବୀନ; ଯୋଗ୍ୟ ଭୋଟରଙ୍କ ନାମ ନ କଟେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ
ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତ ସାରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି। ସାଙ୍ଗଠନିକ କାର୍ଯ୍ୟକ୍ରମ, ପଞ୍ଚାୟତ ନିର୍ବାଚନ ଓ SIR ସମ୍ପର୍କରେ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ…