Rourkela ନୁହେଁ ଏଣିକି Raurkela; ବଦଳିଲା ରାଉରକେଲା ସହରର ଇଂରାଜୀ ବନାନ
ରାଉରକେଲା: ସ୍ଥାନୀୟ ଓଡ଼ିଆ ଉଚ୍ଚାରଣ ସହିତ ସ୍ଥାନ ନାମଗୁଡ଼ିକୁ ସମାନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନୁଯାୟୀ, ଇସ୍ପାତ ସହର ରାଉରକେଲାର ଇଂରାଜୀ ବନାନକୁ ଆନୁଷ୍ଠାନିକ ଭାବରେ "RAURKELA" ରେ ପରିବର୍ତ୍ତନ କରାଯାଇଛି।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ…