ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
ନୂଆଦିଲ୍ଲୀ: ଏତେଦିନ ପର୍ଯ୍ୟନ୍ତ ଆମେ ଭାବୁଥିଲୁ ଯେ ଶରୀର ମରିଗଲେ ପ୍ରତ୍ୟେକ କୋଶିକା ଶେଷ ହୋଇଯାଏ, କିନ୍ତୁ ଏବେ ବୈଜ୍ଞାନିକମାନେ ମୃତ୍ୟୁର ପରିଭାଷାକୁ ବଦଳାଇ ଦେଇଛନ୍ତି। ଟଫ୍ଟସ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରମାଣ କରିଛନ୍ତି ଯେ ମୃତ କୋଶିକାଗୁଡ଼ିକ ମଧ୍ୟ ନୂଆ ଜୀବନର ସନ୍ଧାନରେ…